CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର ! ଯୁକ୍ତ ଦୁଇ ପରୀକ୍ଷାକୁ ନେଇ CHSEର କଡ଼ା ନିର୍ଦ୍ଦେଶ
ଭୁବନେଶ୍ବର: ୨୦୨୭ ଯୁକ୍ତଦୁଇ ପରୀକ୍ଷା ପାଇଁ ନୂଆ ବ୍ୟବସ୍ଥା । ଯୁକ୍ତ ଦୁଇ ପରୀକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କଡ଼ାକଡ଼ି କରିଛି CHSE । ସମସ୍ତ ପରୀକ୍ଷା ହଲ୍, ଷ୍ଟ୍ରଙ୍ଗ୍ ରୁମ୍ ଓ ପରୀକ୍ଷାଗାରରେ ସିସିଟିଭି କ୍ୟାମେରା ଲଗାଇବା ସହ ଲାଇଭ୍…