Screenshot 2025 11 26 150502

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଅଭାବନୀୟ ଘଟଣା ।  ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ   ଶ୍ୱଶୁର ଆଗରେ ସ୍ତ୍ରୀ କୁ ହତ୍ୟା କଲା ନିଶାସକ୍ତ ସ୍ୱାମୀ  ।  ବଲାଙ୍ଗିର ଦେଓଗାଁ ଥାନା ଜୁର୍ଲାକାନି ଗାଁରେ ଘଟଣା ଘଟିଛି। ମୃତକ ହେଲେ ତପ ମଲ୍ଲିକ ।  ଅଭିଯୁକ୍ତ ସ୍ୱାମୀ ମାଧବ ମଲ୍ଲିକ ଥାନାରେ ଅଟକ ରହିଛି ।  ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ମାଧବ l ଦେଓଗାଁ ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଥିବା ବେଳେ ପାରିବାରିକ କଳହର କୁପରିଣତି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

Share