ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ।…
କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ।…
ପ୍ରୟାଗରାଜ: ସରିଲା ମହାକୁମ୍ଭ । ଗଙ୍ଗା ନଦୀ କୂଳରେ ଶେଷ ହେଲା ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ମେଳା । ଯେଉଁଠି ଲାଗିଥିଲା ସାଧୁସନ୍ଥ ଓ ଭକ୍ତଙ୍କ ମିଳନ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ…
କୋରାପୁଟ: ଜାଗର ଯାତ୍ରା ଦେଖି ଫେରିବା ବେଳେ ଅଘଟଣ। କୋରାପୁଟ ଅନ୍ଧାରୀଘାଟି ତଳକୁ ଖସିପଡିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଶିବରାତ୍ରୀ ଥିବାବେଳେ ଦୁଇ ଜଣ ବ୍ୟକ୍ତି…
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗୁରୁବାର ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହଜାର ହୋଇଛନ୍ତି । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯିବ । କିଟ୍ ଇଣ୍ଟରନାଲ କମିଟି ମୁଖ୍ୟ,…
ଭୁବନେଶ୍ୱର : ମହାଶିବରାତ୍ରୀରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବା ସମୟରେ ଘଟିଥିଲା ମହାଅଘଟଣ। ମହାଦୀପ ନେଇ ସେବାୟତ ମନ୍ଦିର ଉପରକୁ ଚଢିବା ବେଳେ ସେବାୟତ ଖସି ପଡିଥିଲେ। ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ…
ବାସୁଦେବପୁର: ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ…
ଆନନ୍ଦପୁର: ଟ୍ରକ ଧକ୍କାରେ ଚାଲିଗଲା ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ଏକ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି…
ଗତ ୨୪ ତାରିଖ ରାତିର ଘଟଣା । ଅମିତ ନାମକ ଜଣେ ଛାତ୍ର ଘରେ ଖାଇ ପିଇ ସାରିବା ପରେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ଆଉ ଏବେ…
ରାଉରକେଲା: ଅଖା ଭିତରେ ମୃତଦେହ । ରାଉରକେଲାରେ ନଦୀରେ ଭାସୁଥିବା ଅଖା ଭିତରୁ ମୃତଦେହ ଉଦ୍ଧାର ହୋଇଛି । କୋଏଲା ନଦୀ ପାନପୋଷ ଗୋଶାଳା ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ…
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମେଡିକାଲରେ ଭେଟିବା ସହ ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି। ଗତକାଲି ମହାଦୀପ ଉଠିବା ବେଳେ ଅଘଟଣ ଘଟିଥିଲା । ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା…