ମାଘ ପୂର୍ଣ୍ଣିମା ପୂର୍ବରୁ ମହାକୁମ୍ଭରେ ପ୍ରବଳ ଭିଡ଼ : ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଗଲା
ପ୍ରୟାଗରାଜ : ମାଘ ପୂର୍ଣ୍ଣିମା ପୂର୍ବରୁ କୁମ୍ଭମେଳାକୁ ଶ୍ରଦ୍ଧାଳୁଙ୍କ ଛୁଅ ଛୁଟିବାରେ ଲାଗିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ରବିବାର (ଫେବ୍ରୁଆରି ୯) ଅପରାହ୍ନ ୧ଟା ୩୦ରୁ ବନ୍ଦ ରଖାଯାଇଛି। ଅତୀତରେ ମଧ୍ୟ ଭିଡ଼ ନିୟନ୍ତ୍ରଣ…
