ଦିଲ୍ଲୀ ବିଧାନସଭାକୁ ବୋମା ଧମକ, ଟାର୍ଗେଟରେ ମୋଦି ଓ ଅମିତ ଶାହ !
ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଆଜି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ବୋମା ଧମକ ମିଳିଛି । ଯାହା ହଇଚଇ ସୃଷ୍ଟି କରିଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ…
ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଆଜି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ବୋମା ଧମକ ମିଳିଛି । ଯାହା ହଇଚଇ ସୃଷ୍ଟି କରିଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ…
ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ଦୁଇ ବୈଜ୍ଞାନିକଙ୍କ ମୃତ୍ୟୁ । ଆକ୍ରମଣରେ ମିସାଇଲ୍ କିଙ୍ଗ୍ ନିହତ! । ତେହେରାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଇରାନର ମିସାଇଲ୍ ବିଶେଷଜ୍ଞ ଓ ତାଙ୍କ ପରିବାର ନିହତ । ଏକ ଆବାସିକ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ…
ନୂଆଦିଲ୍ଲୀ: କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ । ୬୬ ମୃତ । ଦକ୍ଷିଣ କଲମ୍ବିଆ ସୀମା ପେରୁ ନିକଟରେ ବିମାନ କ୍ରାସ । ୧୨୫ ଜଣଙ୍କୁ ନେଇ କଲମ୍ବିଆର ପୁଏର୍ଟୋ ଲେଗୁଇଜାମୋ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ…
ଗାଜିଆବାଦ: ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କଲେ ହରିଶ ରାଣା । ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିବା ପରେ, ତାଙ୍କର ଶେଷ ଯାତ୍ରା ଲାଗି ଦିଲ୍ଲୀ ଏମ୍ସରେ ଚାଲିଥିଲା ପ୍ରସ୍ତୁତି । ଆଉ ଆଜି ସବୁଦିନ ପାଇଁ ଦୁନିଆ…
ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ମହାପ୍ରଭୁଙ୍କ…
ବଣାଇଁ : ସୁନ୍ଦରଗଡ ଜିଲ୍ଲା ବଣାଇଁ କନ୍ତସରା ଗ୍ରାମରେ ଏକ କାରଖାନା ସ୍ଥାପନ ପାଇଁ ଶିଳ୍ପପତିଙ୍କ ଚଞ୍ଚକତା ପୂର୍ବକ ଗୋଚର ଓ ଶ୍ମଶାନ ଜମି ପ୍ରଶାସନର ମାଧ୍ୟମରେ ହଡପ ଉଦ୍ୟମକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ଆଖପାଖର ପାଞ୍ଚରୁ…
ଭୁବନେଶ୍ୱର : ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୬-୨୭ ବର୍ଷ ପାଇଁ ନୂଆ ବିଦ୍ୟୁତ ଦର ଘୋଷଣା କରିଛନ୍ତି । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି ।…
ଭୁବନେଶ୍ବର: ଆତ୍ମସମର୍ପଣ କଲା ମାଓନେତା ଶୁକ୍ରୁ । ମୋଷ୍ଟ ୱାଣ୍ଟେଡ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ । ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା । ଶୁକ୍ରୁ ସହ ଆଉ ୫ ମାଓବାଦୀ କଲେ ଆତ୍ମସମର୍ପଣ । ରାଜ୍ୟ…
ଭୁବନେଶ୍ୱର : ବିଧାନସଭାରେ ଥମୁନି ଏସସିବି ତାତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିନଥିଲା ପ୍ରଶ୍ନକାଳ । ଆଜି ବିଧାନସଭା ଆରମ୍ଭ ହେବା ପରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ…
ଭୁବନେଶ୍ୱର : ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହଙ୍ଗାମା । ସାଇକେଲ ଧକ୍କାରେ ଆହତ ହୋଇ ଆସିଥିବା ଶିଶୁର ମୃତ୍ୟୁ…