ଆଗ୍ନେୟଗିରି ଉଦ୍ଗିକରଣ, ଅହମଦାବାଦରେ ଅବତରଣ କଲା ଆବୁଧାବୀ ଯାଉଥିବା ବିମାନ
ନୂଆଦିଲ୍ଲୀ: କନ୍ନୁରରୁ ଆବୁଧାବୀ ଯାଉଥିବା ଇଣ୍ଡିଗୋ ବିମାନ ଆଗ୍ନେୟଗିରି ଲାଭା ଓ ପାଉଁଶ ଉଦ୍ଗିକରଣ ଯୋଗୁଁ ଅହମଦାବାଦରେ ଅବତରଣ କରିଛି। ସୋମବାର ଇଣ୍ଡିଗୋ ବିମାନ ୬ଇ ୧୪୩୩ ଉଡାଣ ଆରମ୍ଭ କରିଥିବା ସମୟରେ ଇଥିଓପିଆରୁ ପାଉଁଶ ଓ ଧୂଆଁ ଉଦ୍ଗିକରଣ ନେଇ…