‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି ।…

ମଝି ଆକାଶରୁ ଫେରିଲା ୨୭୨ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ : ମଝି ଆକାଶରୁ ଫେରିଲା ବିମାନ। ଅଳ୍ପକେ ଟଳିଲା ବଡ ଅଘଟଣ। ବିମାନରେ ପ୍ରାୟ ୨୭୨ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏକ ଇଣ୍ଡିଗୋ ବିମାନ ହଠାତ୍‌ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ…

ଦଳ ବିରୋଧୀ କାର୍ଯ୍ୟକଳାପ: କେ.କବିତାଙ୍କୁ ଭାରତ ରାଷ୍ଟ୍ର ସମିତିରୁ ବହିଷ୍କାର

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି(BRS)ର ଏମଏଲସି କେ. କବିତାଙ୍କୁ ଦଳରୁ ବହିଷ୍କାର କରିଦିଆଯାଇଛି । ନିଜ ବୟାନ ଓ ଗତିବିଧି ଯୋଗୁଁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି । ତାଙ୍କୁ ଦଳରୁ ବାହାର କରିବା ପାଇଁ କବିତାଙ୍କ ପିତା ତେଲଙ୍ଗାନା…

ଛତିଶା ନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ

ପୁରୀ : ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଆସନ୍ତା ୭ ତାରିଖରେ…

ରୁଷକୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ

ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ । ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟକଳାପ…

ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ…

କଳା ଯାଦୁ ବାହାନାରେ ନାତିକୁ ମାରିଲା ଜେଜେ, ବସ୍ତାରୁ ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ: ଅଖାରୁ ବାହାରିଲା ଖଣ୍ଡ ଖଣ୍ଡ ଶରୀର । କଳା ଯାଦୁ ବାହାନାରେ ନାତିକୁ ହତ୍ୟା କରିଦେଲା ଜେଜେ । ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା । ପ୍ରୟାଗରାଜରୁ ଆସିଲା ଛାତି ଥରେଇଦେବା ଭଳି ଖବର ।…

୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଦେବଗଡ, ସମ୍ବଲପୁର , ସୁନ୍ଦରଗଡ ଏବଂ…

ଓଡ଼ିଶା ପୋଲିସର ‘ଅପରେସନ୍ ଅନୱେଶନ’, ୫ ଦିନରେ ମିଳିଲେଣି ୩୫୮ ନିଖୋଜ ଶିଶୁ ଏବଂ ୨୦୫୯ ମହିଳା….

ଭୁବନେଶ୍ବର: ୨୦୨୫ ମସିହାରେ ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ପାଇଁ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନୱେଶନ’ ଅଧୀନରେ ଓଡ଼ିଶା ପୋଲିସ ଏପର୍ଯ୍ୟନ୍ତ ୧,୨୦୯ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି, ଯେଉଁଥିରେ ୧,୦୭୮ ଝିଅ ଏବଂ ୬,୬୬୭ ନିଖୋଜ ମହିଳାଙ୍କୁ…

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର:ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ବାଧ୍ୟତାମୂଳକ(TET Mandatory ) କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ…