ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ ପାଇଁ ବ୍ରହ୍ମପୁର ଗଲା ସିବିଆଇ ଟିମ୍
ବ୍ରହ୍ମପୁର:ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଅଧିକ ତଦନ୍ତ ଲାଗି ବ୍ରହ୍ମପୁର ଗଲା ସିବିଆଇ ଟିମ୍। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ କ୍ରାଇମବ୍ରାଞ୍ଚି ଏହି…