ଜୟଙ୍କ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ସଭା: ଯୋଗ ଦେଲେନି ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ

ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପିକୁ ସଫଳତା ମିଳିବା ପରେ ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢ଼ିଛି। ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ…

ଦନ୍ତା ଲଢେଇ ଫଟୋ ନେଲା ବେଳେ ଦଳିଦେଲା, ଜଣେ ମୃତ

ରାଉରକେଲା : ଦନ୍ତା ଲଢେଇ ଫଟୋ ନେଲାବେଳେ ଦଳିଦେଲା ଦନ୍ତା । ରାଉରକେଲା ଲାଠିକଟା ବ୍ଲକର ଏରଗଡାର ପାହାଡ଼ ତଳି ଗାଁରେ ଘଟିଛି ଅଘଟଣ । ଦୁଇ ଦନ୍ତା ହାତୀ ଲଢେଇର ଫଟୋ ଉଠାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ…

ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଦୋକାନ ଭାଙ୍ଗିଲେ ଟଙ୍କା ଲୁଟିନେଲେ

ବାରଙ୍ଗ: ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ । ଦୋକାନ ଭଙ୍ଗାରୁଜା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢାବା ଛକ ନିକଟରେ ଲୁଟ୍ ହୋଇଛି । ରତାଗଡା ଗାଁର ନିରଞ୍ଜନ ନାୟକ ଷଣ୍ଢପୁର ଛକରେ…

ବାପକୁ କାନ୍ଧ ଦେଲାନି ପୁଅ, ୨୨ ଘଣ୍ଟା ପଡ଼ି ରହିଲା ମରଶରୀର

ଜଳେଶ୍ବର: ଭାଗ୍ୟର ଏ କି ବିଡ଼ମ୍ବନା । ନା ପୁଅ ବାପାର ଦାହ ସଂସ୍କାର କଲା ନା ସାହି ଭାଇ ସାହାଯ୍ୟ କଲେ । ୨୨ ଘଣ୍ଟା ଧରି ଘରେ ପଡ଼ି ରହିଲା ମରଶରୀର । ଏକୁଟିଆ ସ୍ତ୍ରୀ ଲୋକ ହୋଇ…

ପାରାଦୀପରେ ବିମାନ ଦୁର୍ଘଟଣା ଉଦ୍ଧାର କୌଶଳ ପ୍ରଦର୍ଶନ

ଭୁବନେଶ୍ବର: ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରରେ ବିମାନ ଦୁର୍ଘଟଣା ଉଦ୍ଧାର ଅଭ୍ୟାସ । ଅଭ୍ୟାସ ସମୟରେ ବିମାନ ଦୁର୍ଘଟଣାର ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କୋଷ୍ଟଗାର୍ଡ ଆଇଜି ଇକବାଲ ସିଂହ ଚୌହ୍ବାନ କହିଛନ୍ତି, ପ୍ରତିବର୍ଷ ଏକ ଆଞ୍ଚଳିକ…

ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ । ଛତିଶଗଡ଼ ସୁକମା ଚିନ୍ତାଗୁଫା ଜଙ୍ଗଲରେ ଏକତ୍ରିତ ହୋଇ ସୁରକ୍ଷାକର୍ମୀଙ୍କୁ…

ଭତ୍ତା ପାଇଁ ବାପାର ଜୀବନ ନେଲା ପୁଅ

କବିସୂର୍ଯ୍ୟନଗର:ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ…

ବାଇକ ଉପରେ ଚଢ଼ିଗଲା ଟ୍ରକ, ୩ ମୃତ

କାମାକ୍ଷାନଗର: ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ l ଘଟଣା ସ୍ଥଳ ରେ ବାଇକ ରେ ଥିବା ତିନି ବାଇକ ଆରୋହୀଙ୍କ ମୃତ୍ୟୁ…

ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ, ଦିଲ୍ଲୀ ଏୟାରଲିଫ୍ଟ ଯୋଜନା

ଭୁବନେଶ୍ବର: ଭେଣ୍ଟିଲେଟରରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା । ଲିଭରରେ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଛି । ଆଗାମୀ ୭୨ଘଣ୍ଟା ଅତି…

୨୦ ରୁ କେନ୍ଦୁଝର ବନଖଣ୍ଡରେ ବାଘ ଗଣନା

କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍‌ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ…