ନୂଆପଡାରେ ଫୁଟିଲା ପଦ୍ମ, ବିପୁଳ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ବିଜୟୀ
ନୂଆପଡା : ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ ମତଦାନର ମତଗଣନା । ସବୁ ଆଶା ଓ ଆଶଙ୍କାର ଅବସାନ ଘଟାଇ ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି । ୨୯ ତମ ବା ଶେଷ ରାଉଣ୍ଡର ଭୋଟ୍…
ନୂଆପଡା : ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ ମତଦାନର ମତଗଣନା । ସବୁ ଆଶା ଓ ଆଶଙ୍କାର ଅବସାନ ଘଟାଇ ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି । ୨୯ ତମ ବା ଶେଷ ରାଉଣ୍ଡର ଭୋଟ୍…
କଟକ : ଅଘଟଣରେ ସରିଲା ଐତିହାସିକ କଟକ ବାଲିଯାତ୍ରା । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା…
ପୁରୀ: ଶଙ୍ଖ କ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହେଉଛି ପୁରୀ । କୁହାଯାଏ ଭାଗ୍ୟରେ ଥିଲେ ଶ୍ରୀକ୍ଷେତ୍ରରେ ଜନ୍ମ ମିଳିଥାଏ । ବ୍ରହ୍ମାଣ୍ଡର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ହେଉଛି ପୁରୀ । ପ୍ରତିଦିନ ପୁରୀ ସହରବାସିନ୍ଦା ମଙ୍ଗଳ ଆଳତୀ ବା…
କଟକ: ଗତକାଲି ଥିଲା କଟକ ବାଲିଯାତ୍ରା ଶେଷ ସନ୍ଧ୍ୟା। ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହେଲେ ଆଜି ସରିଯାଇଛି ଐତିହାସିକ କଟକ ବାଲିଯାତ୍ରା । ୯ ଦିନର ଏହି ମେଳାରେ ଚଳିତବର୍ଷ…
ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…
ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇସାରିଲେଣି। ଏହି ମାମଲାରେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ନାଁ ସାମ୍ନାକୁ ଆସିଛି। ଏହି ଖବର ପରେ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ କରାଯାଇଛି। ଆସୋସିଏସନ୍…
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଟ୍ରେନ ଏବଂ ବିମାନ ଯାତ୍ରୀଙ୍କ ଲାଗି ପୁଲିସ ପକ୍ଷରୁ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସମୟ ପୂର୍ବରୁ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ…
ରାଞ୍ଚି:ଲାତେହାର ପୁଲିସ୍ ନିକଟରେ ଜେଜେଏମ୍ପି ସଂଗଠନର ଦୁଇ ହାର୍ଡକୋର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ଦୁଇ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି…
ନୂଆଦିଲ୍ଲୀ: ଜାମ୍ମ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ବାସ ରଖନ୍ତି। ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା…
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ । ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ଲାଲକିଲା ନିକଟରେ ଘଟିଥିବା ଭୟାନକ ବିସ୍ଫୋରଣ ଘଟଣାର…