ସାର ପାଇଁ ଲମ୍ୱା ଲାଇନ୍, ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍

ଲକ୍ଷ୍ମୀପୁର: ବସ୍ତାଏ ସାର ପାଇଁ ଲମ୍ୱା ଲାଇନ୍। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସାର ସମସ୍ୟା । ଲକ୍ଷ୍ମୀପୁର ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ଼। ବସ୍ତାଏ ୟୁରିଆ ସାର ପାଇଁ ଲମ୍ୱା ଲାଇନ୍ ଲଗାଇଛନ୍ତି ଶହ ଶହ…

କେବେ ହେବ ଛାତ୍ର ସଂସଦ ନିର୍ବାଚନ ?

ଭୁବନେଶ୍ଵର : କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗିରହିଥିଲା। ସରକାର ନିର୍ବାଚନ ନେଇ ଇଙ୍ଗିତ ଦେଇଥିଲେ ହେଲେ ଦିନ ଗଡି ଗଡି ଚାଲିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି…

ଜୟପୁରରୁ ଉଡନ୍ତା ସାପ ଉଦ୍ଧାର

ଜୟପୁର : ପ୍ରଥମଥର ପାଇଁ ଜୟପୁର ସହରରୁ ଏକ ଉଡନ୍ତା ସାପ ଉଦ୍ଧାର କରାଯାଇଛି। ଆଜି ସକାଳେ ଗୌଡ଼ସାହିର ଜଣେ ବ୍ୟକ୍ତି ନିଜ ବାଥରୁମ୍‌ରେ ଏକ ସାପ ଦେଖିବାକୁ ପାଇଥିଲେ। ଏବଂ ପରେ ସେ ୱାଇଲ୍ଡ ଆନିମଲ୍ ରେସ୍କ୍ୟୁ ଟିମକୁ ଖବର…

ଅବକାରୀ ନୀତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଚଳିତ ମାସରୁ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଏହାପୂର୍ବରୁ ନୂଆ ଅବକାରୀ ନୀତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିକଟରେ ଏକ ପ୍ରତିନିଧି ଦଳ ଦୁଇଟି ରାଜ୍ୟକୁ…

ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍

ଭୁବନେଶ୍ଵର :ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍”…

ନେପାଳରୁ ଯାଜପୁର ଫେରିଲେ ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇ ଫସିଥିବା ୧୦ ଓଡ଼ିଆ ପରିବାର

ଯାଜପୁର: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ । ୧୦ ପରିବାରର ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ ମାନେ । ପଶୁପତିନାଥଙ୍କ…

ରାଜ୍ୟରେ ସାର ସମସ୍ୟାର ସମାଧାନ ଦାବିରେ ବିଜେଡିର ଧାରଣା

ଭୁବନେଶ୍ବର: ରାଜଭବନ ଆଗରେ ବିଜେଡି କର୍ମୀ -ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ । କର୍ମୀଙ୍କୁ ଭିତରକୁ ଛାଡ଼ୁନଥିବାରୁ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ । ରାଜ୍ଯରେ ସାର ଅଭାବ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ…

ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କରିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ…

ରାସ୍ତାରୁ ତଳକୁ ଖସିଲା ବସ୍, ୮ ଆହତ

ରାୟଗଡ଼ା: ହଠାତ୍ ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର…

ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ…