State

୨ ଲକ୍ଷ ଟଙ୍କା ପାଇଁ ବଧୁହତ୍ୟା ଅଭିଯୋଗ

ବାଲୁଙ୍ଗା: ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ । ଖୋର୍ଦ୍ଧା ନାଚୁଣୀ ଥାନା ବଉଳବନ୍ଧ ଗାଁର ଏ ଅଭାବନୀୟ ଘଟଣା । ମୃତକ ହେଲେ ଟାଙ୍ଗୀ ପାରିଓରଡ଼ର ଜ୍ୟୋତ୍ସା ସାହୁ । ୫ ବର୍ଷ ତଳେ ସେ ବଉଳବନ୍ଧର ହରି ସାହୁଙ୍କୁ…

କୋଚିଂ ସେଣ୍ଟରରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସାଲେପୁର: ଘରୋଇ ଆବାସିକ କୋଚିଂ ସେଣ୍ଟର ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର କଲେଜ ନିକଟସ୍ଥ ଘରୋଇ କୋଚିଙ୍ଗ ସେଣ୍ଟରରେ । ମୃତ ନାବାଳକ…

କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା । ଲୁଟି ନେଉଛନ୍ତି ବହୁମୂଲ୍ୟ ସାମଗ୍ରୀ । ଆଜି ଜିଲ୍ଲାର ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍ ହୋଇଛି । ସୁନା ଦୋକାନ କାନ୍ଥ…

କଟକରେ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌, ରହିବନି ଟ୍ରାଫିକ୍‌ ସମସ୍ୟା

କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଏହାର ସମଧାନ ପାଇଁ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌। ଏନନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍‌ରୋଡ୍‌ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି।…

ହାଇକୋର୍ଟରେ ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ…

ମଣ୍ତି ଅବ୍ୟବସ୍ଥା ନେଇ ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଆଠଗଡ: ଚଳିତବର୍ଷ ଆଠଗଡ ଉପଖଣ୍ଡରେ ଧାନ ମଣ୍ତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। ଗତ ମାସ ୩୦ ତାରିଖରେ କଟକର ଅତିରିକ୍ତ ଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଆଠଗଡର କେତେକ ମଣ୍ତି ପରିଦର୍ଶନ କରିଥିଲେ। ଏଡିଏମଙ୍କ ପରିଦର୍ଶନ ବେଳେ କେତେକ ମଣ୍ଡିରେ…

ଫେବୃୟାରୀରେ କୃମିନାଶ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଶିଶୁ ପୁଷ୍ଟିସାରକୁ ସୁଦୃଢ଼, ରକ୍ତହୀନତା ନିରାକରଣ ଏବଂ କୃମି ସଂକ୍ରମଣକୁ ଅଟକାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହାୟତାରେ ଫେବୃଆରୀ ୧୦ରେ ଜାତୀୟ କୃମିନାଶକ ଦିବସ (NDD) ପାଳନ କରିବାକୁ ଯାଉଛି ।…

ଆଇସକ୍ରିମ ଖାଇ ୧୮ ଅସୁସ୍ଥ

ବାଙ୍କୀ : ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ । ବାଙ୍କୀର କିଆପଲା ପଞ୍ଚାୟତ କୁମୁସର ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଆଇସକ୍ରିମ ଖାଇଥିଲେ ପିଲା । ଗାଁରେ ବୁଲା ବିକାଳୀଠାରୁ ଆଇସକ୍ରିମ ଖାଇଥିଲେ । ଆଇସକ୍ରିମ ଖାଇବା…

ଧାନ କିଣାରେ ଅବ୍ୟବସ୍ଥା, ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ୱର : ଧାନ କିଣାରେ ଅବ୍ୟବସ୍ଥା । ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା । ମଣ୍ଡିରେ ଚାଷୀ ହନ୍ତସନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା: କାଲିଠୁ ଯିବ ପ୍ରଶ୍ନପତ୍ର

କଟକ: ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ କାଲିଠୁ ଯିବ ପ୍ରଶ୍ନପତ୍ର, ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା। ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍…