State

ଆଗୁଆ ହେବ ଖରା ଛୁଟି, ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର : ଆଗୁଆ ହେବ ସ୍କୁଲ ଖରା ଛୁଟି । ଦିନେ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି । ରାଜସ୍ବ ବିଭାଗ ଓ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ…

ବେଆଇନ ଚାଲାଣ: ୨ ଟନରୁ ଅଧିକ କଇଁଛ ସହ ଅଭିଯୁକ୍ତକୁ କାବୁ କଲା ବନ ବିଭାଗ

କୋରାପୁଟ: ଦୁଇ ଟନରୁ ଅଧିକ କଇଁଛ ଜବତ । କୋରାପୁଟ ଜିଲ୍ଲା ମୋଟୁ ବନବିଭାଗକୁ ବଡ ସଫଳତା ମିଳିଛି !। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲାଣ ବେଳେ ଚେକପୋଷ୍ଟରେ ମାଡ଼ି ବସିଲା ବନବିଭାଗ । ଚଢାଉରେ ଡ୍ରାଇଭରକୁ ଗିରଫ କରିବା ସହ ୭୬୧ଟି…

ରାଜଧାନୀରେ ଟାଇଁ ଟାଇଁ ଖରା, ୪୨ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି…

ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟାକାଣ୍ଡ: ସମ୍ପତ୍ତି ପାଇଁ ଦାଦାକୁ ମାରିଦେଲା ଝିଆରୀ, ୮ ଗିରଫ

ବ୍ରହ୍ମପୁର : ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଉପରୁ ହଟୁଛି ପରଦା । ହତ୍ୟା ପଛରେ ନିଜ ଝିଆରୀ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ । ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା । ଏହି…

ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ; ବେଦିରୁ ଉଠାଇ ନେଲା ପୋଲିସ

ବଲାଙ୍ଗିର: ବେଦିରୁ ବରକୁ ଉଠାଇ ନେଲା ପୋଲିସ । ଅଧା ରହିଗଲା ବାହାଘର। ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ। ଅଭିଯୋଗ ପରେ ବିବାହ ବେଦିରୁ ଉଠାଇ ନେଲା ବଲାଙ୍ଗିର ପୁଇଁନ୍ତଳା ପୋଲିସ । ଯୁବକ ଜଣକ ହେଲେ…

ଭିସୁଟରେ ରାଗିଂ, ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡ

ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ…

ସରିଲା କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ। ବଲାଙ୍ଗୀରରେ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି । M/s Shree…

ହାତୀ ଆକ୍ରମଣରେ ମାଆ-ପୁଅ ମୃତ

ଆଠଗଡ଼: ଶୌଚ ହେବାକୁ ଯାଇଥିବା ବେଳେ ମା’,ପୁଅଙ୍କୁ ଦଳି ଦେଲା ହାତୀ । ମୃତକ ହେଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ସସ୍ମିତା ନାଏକ ଏବଂ ତାଙ୍କ ପୁଅ ପ୍ରିୟାଂଶୁ ନାଏକ । ନରସିଂହପୁର ବ୍ଲକ ଦେବଭୂଇଁ ନୂଆଗାଁ…

ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ’ ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ…

କଳାହାଣ୍ଡି ଜିଲ୍ଲା କାରାଗାରରୁ କଏଦୀ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪…