State

ନାବାଳକକୁ ଗୁଳିମାଡ: କଟକ ସ୍ଥାନାନ୍ତର

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା। ନାବାଳକ ଛାତିରେ ଗୁଳି ବାଜିଥିଲା। ନାବାଳକ ଜଣକ ଭଡ଼ାରେ ରହୁଥିଲେ। ଗୁଳିବାଜିବା…

ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ହେବନି ଅବୈଧ ନିର୍ମାଣ

ପୁରୀ: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ଚାରିପାଖେ ଯେଭଳି ମନମୁଖୀ ଭାବେ କୋଠାବାଡ଼ି ଓ ଉଚ୍ଚ ଅଟ୍ଟାଳିକା ଏବଂ ନିର୍ମାଣ ନ ହେବ, ସେଥିପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସର୍ଭେ କରାଯିବ । ଏ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ…

‘ସରପଞ୍ଚଙ୍କ ପାଇଁ ନିହାତି ଆବଶ୍ୟକ ଓଡ଼ିଆ ଲେଖି ପଢ଼ି ଜାଣିବା’

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ…

ରାଉରକେଲା ବିମାନ ଦୁର୍ଘଟଣା: ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍

ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬…

ପୁଣି ଭାଇରାଲ ହେଲା ଆନନ୍ଦ ବଜାର ଫଟୋ; ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଶ୍ରୀମନ୍ଦିର ଆନନ୍ଦ ବଜାର ଭାଇରାଲ ହୋଇଛି । ମୋହିତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର…

ଜାନୁଆରୀ ୨୭ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ ପାଇଁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଜାନୁଆରୀ ୨୭ ତାରିଖରୁ ବିଦ୍ୟାର୍ଥୀ ମାନେ ଅନ୍‌ଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ ୨୬…

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖ ତଥା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତାକାଲି ଜନ ଅଭିଯୋଗ ଶୁଣାଣି ହେବନି l ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା…

ଝାଡ଼ଖଣ୍ଡରେ ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ

ଭୁବନେଶ୍ବର: ପୁଣି ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱ । ଝାଡ଼ଖଣ୍ଡରେ ଜୁଏଲ ଓରାମଙ୍କୁ ମିଳିଲା ବଡ ଦାୟିତ୍ୱ । ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ । ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ବିଜେପି ନେତାଙ୍କୁ…

ସ୍ଲିପର ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଗତ କିଛିଦିନ ଭିତରେ ବାରମ୍ବାର ସ୍ଲିପର ବସ ପୋଡି ଘଟଣା ଆସିବା ପରେ ବଡ ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ । ପ୍ରତି ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର…

ପୁତୁରାର କଟୁରୀ ଚୋଟରେ ବଡବାପା ମୃତ

ମୟୁରଭଞ୍ଜ: ମୟୁରଭଞ୍ଜରେ ଘଟିଛି ଅଭବନୀୟ ଘଟଣା । ବଡ଼ବାପାକୁ ହାଣି ମାରିଦେଲା ମାନସିକ ବିକାରଗ୍ରସ୍ତ ପୁତୁରା । ମୟୁରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବଡବାପାକୁ ହାଣି ଜୀବନ ନେଲା ପୁତୁରା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଡିଆ…