ମୁମ୍ବାଇରେ ଜଳିଗଲା ୮ ମହଲା ବିଲ୍ଡିଂ, ୨ ମୃତ

ମୁମ୍ବାଇ: ମୁମ୍ବାଇରେ ୯ମହଲା କୋଠାରେ ନିଆଁ ଲାଗିବାରୁ ଚାଲିଗଲା ୨ଜଣକ ଜୀବନ। ଗୁରୁତର ଆହତ ହେଲେ ୩ଜଣ। ସୋମବାର ଦିନ ମୁମ୍ବାଇର ବୋରିଭଲିରେ ଥିବା ଏକ ୯ମହଲା ବିଶିଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିବା ପରେ ନାବାଳିକାଙ୍କ ସମେତ ଅତି କମରେ…

ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଲେ ହରିୟାଣାର ବରିଷ୍ଠ ପୁଲିସ ଅଧିକାରୀ

ଚଣ୍ଡିଗଡ଼: ହରିୟାଣା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଗୀନ୍ଦର ଦେଶୱାଲ ସୋମବାର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ତାଙ୍କୁ ତୁରନ୍ତ କର୍ଣ୍ଣାଲର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ…

ଜେଲରେ ନୁହେଁ ମୁଁ ଜନତାଙ୍କ ହୃଦୟରେ ଅଛି: ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ

'ମୁଁ ଜେଲ୍‌ରେ ନୁହେଁ ଜନତାଙ୍କ ହୃଦୟରେ ଅଛି।' ଜେଲ୍‌ ଭିତରୁ ଏଭଳି କିଛି ଚିଠି ଲେଖି କହିଛନ୍ତି ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତିନି ଥର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ଟିଡିପି ମୁଖ୍ୟ ନିଜ କାର୍ଯ୍ୟକର୍ତ୍ତାଙ୍କ ନିକଟକୁ ଚିଠି…

ଗରବା ନାଚୁ ନାଚୁ ଗୋଟିଏ ଦିନରେ ୧୦ ମୃତ, ସମସ୍ତଙ୍କୁ ହୃଦଘାତ

ଦଶହରାରେ ସାରା ଦେଶ ଝୁମୁଥୁବା ବେଳେ ଗୁଜରାଟରୁ ଆସିଛି ଦୁଃଖଦ ଖବର। ଗରବା ନାଚୁ ନାଚୁ ଏଠାରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ମାତ୍ର ଗୋଟିଏ ଦିନରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମୃତକଙ୍କ ମଧ୍ୟରେ…

ଇସ୍ରାଏଲକୁ ଚେତାବନୀ ଦେଲା ଇରାନ୍‌

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି। ରିପୋର୍ଟ ମୁତବାକ, ଇସ୍ରାଏଲ ସେନା ଗାଜା ଭିତରେ ପଶିଛନ୍ତି। ଫଳରେ ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା…

ମହାକାଶରେ ପରିବା ଚାଷ କଲେ ବୈଜ୍ଞାନିକ

ମହାକାଶରେ ଆଉ ଏକ ଚମତ୍କାର କରି ଦେଖାଇଲେ ବୈଜ୍ଞାନିକ। ଚାଇନାର ମହାକାଶଚାରୀ ମହାକାଶରେ ତାଜା ପନିପରିବା ଅମଳ କରିବାରେ ସଫଳ ହୋଇଛନ୍ତି। ଶେନଜୋହୁ-16 ମିଶନରେ ଯାଇଥିବା ଚୀନ ମହାକାଶଚାରୀ ବା ଟାଇକୋନାଟ୍ସ, ଏହି ବିରଳ ସଫଳତା ହାସଲ କରିଛନ୍ତି। ମେ' ୩୦ରେ…

ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ଗଲାଣି ୧୫ ଜଣଙ୍କ ଜୀବନ

ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଖଇଥିବା ୧୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ…

ଗାଜାରେ ଅଟ୍ଟାଳିକା ଉପରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ ଯୋଗୁଁ ୩୦ ପାଲେଷ୍ଟିନୀୟ ମୃତ

ଗାଜା ସିଟି: ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍‌ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପ‌ାଲେଷ୍ଟିନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍‌-ଶୁହାଦା…

ଭୂମିକମ୍ପରେ ଥରିଲା ମିଆଁମାର

ନେପାଳ ପରେ ଥରିଲା ମିଆଁମାର୍‌।  ଆଜି ସକାଳେ ଏଠି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ମିଆଁମାର୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।…

ଭାରତକୁ ୨୭୪ ରନର ଟାର୍ଗେଟ

ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଷ୍ଟାର ବ୍ୟାଟର ଡାରେଲ ମିଚେଲ। ଧର୍ମଶାଲାରେ ମିଚେଲଙ୍କ ବ୍ୟାଟରୁ ବାହାରିଛି ଦମଦାର ଶତକ। ଏହି ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏବେ ବିଶ୍ୱକପରେ…