ଚାକିରି ପାଇବା ପରେ ସମୟ ଦେଇପାରିଲେନି ପତ୍ନୀ, ମାରିଦେଲା ସ୍ୱାମୀ

ସାଧାରଣତଃ ବୃତ୍ତିଗତ ମହିଳାମାନେ ବ୍ୟସ୍ତ ରହନ୍ତି। କାର୍ଯ୍ୟ ଭାର କାରଣରୁ ଘରକୁ ବିଶେଷ ସମୟ ଦେଇପାରନ୍ତି ନାହିଁ। ଆଉ ଏହି କାର୍ଯ୍ୟ ବ୍ୟସ୍ତତା ଜଣେ ମହିଳାଙ୍କ ପାଇଁ କାଳ ସାଜିଛି! ପରିବାରକୁ ଟାଇମ୍ ଦେଇନପାରିବାରୁ ଜଣେ କନଷ୍ଟେବଳଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା…

ଗାଜାର ମସ୍‌ଜିଦ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌

ଇସ୍ରାଏଲ ଓ ହମାସ ଆତଙ୍କୀ ସଙ୍ଗଠନ ମଧ୍ୟରେ ଦିନକୁ ଦିନ ଯୁଦ୍ଧ ଉଗ୍ର ରୂପ ନେଉଛି। ଏହାରି ଭିତରରେ ଇସ୍ରାଏଲ ପ୍ରତିଶୋଧ ନେବାକୁ ଯାଇ ହମାସ ଉପରେ କରିଛି ବଡ଼ ଏୟାରଷ୍ଟ୍ରାକ୍‌। ଇସ୍ରାଏଲ୍‌ ଗାଜାର ପଶ୍ଚିମାଞ୍ଚଳରେ ଥିବା ଅଲ୍‌-ଅନ୍‌ସାର୍‌ ମସଜିଦ ଉପରେ…

ଗାଜାକୁ ସହାୟତା ପଠାଇଲା ଭାରତ

ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଏବେ ଗାଜାକୁ ସହାୟତାର ହାତ ବଢ଼ାଇଛି ଭାରତ। ଗାଜାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପଠାଯାଇଛି ମାନବୀୟ ସହାୟତା। ହାମାସ ଉପରେ ଇସ୍ରାଏଲର…

ଥରିଲା ନେପାଳ, ଦିଲ୍ଲୀରେ ଅନୁଭୂତ ହେଲା ଝଟକା

ନେପାଳରେ ଆଜି ସକାଳେ ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିଲା। ରାଜଧାନୀ କାଠମାଣ୍ଡୁଠାରୁ ପଶ୍ଚିମରେ ୫୫ କିଲୋମିଟର ଦୂରରେ ଥିବା ଧାଡ଼ିଙ୍ଗ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଏଥିଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ…

କ୍ରାଶ୍‌ ହେଲା ବିମାନ, ୨ ପାଇଲଟ୍‌ ଆହତ

ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମହାରାଷ୍ଟ୍ରର ପୁଣେରେ ଏକ ବିମାନ କ୍ରାଶ୍‌ ହୋଇଛି। ପ୍ରଶିକ୍ଷଣ ବେଳେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁଣେ ଗ୍ରାମୀଣ ପୁଲିସ କହିଛି। ଏଥିରେ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି…

କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ମାଡ଼ ମାରିଲେ ପରୀକ୍ଷାର୍ଥୀ

ପାଟନା : ପରୀକ୍ଷା ହଲ୍‌ରେ ହାଇ ଭୋଲଟେଜ ଡ୍ରାମା। କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ପରୀକ୍ଷାର୍ଥୀ। ତାଙ୍କ ଡ୍ରେସ ଚିରି ଦେଲେ। କେବଳ ସେତିକି ନୁହେଁ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡା ମାରିଲେ। ମହିଳା ପୁଲିସକର୍ମୀଙ୍କ ଠାରୁ…

ଅଫିସ ନ ଆସିଲେ ଯିବ ଚାକିରି! କର୍ମଚାରୀଙ୍କୁ ଚେତାବନୀ ଦେଲା ଆମାଜନ

ଓ୍ବାଶିଂଟନ,୨୧।୧୦: ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ ଏହାର ୱାର୍କ ର୍ଫମ ଅଫିସ ପଲିସି ସମ୍ବନ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କମ୍ପାନୀ ନିକଟ ଅତୀତରେ କହିଛି ଯେ ମ୍ୟାନେଜରମାନେ ସେହି କର୍ମଚାରୀଙ୍କୁ ବରଖାସ୍ତ କରିବା ଉଚିତ ଯେଉଁମାନେ ଅଫିସକୁ ଫେରିବା…

ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ପଣ୍ଡ: କ୍ଷେପଣାସ୍ତ୍ର, ଡ୍ରୋନ୍‌ ଖସାଇଲା ଆମେରିକା

ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଉପରକୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍‌…

ବୋମାବର୍ଷା ଭିତରେ ଶାନ୍ତି ସମ୍ମିଳନୀ: ଇଜିପ୍ଟରେ ଆଜି କଥାବାର୍ତ୍ତା

କାଇରୋ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଗାଜା ସ୍ଥିତି ଅତି ଜଟିଳ ହୋଇପଡ଼ିଥିବା ବେଳେ କୌଣସି ସହାୟତା ପହଞ୍ଚି ପାରୁନଥିବାରୁ ଅକଥନୀୟ ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି। ୬ଟି ହସ୍ପିଟାଲରେ ଆଜିଠାରୁ…

ସୃଷ୍ଟି ହେଲା ବାତ୍ୟା ‘ତେଜ’, ବୁଧବାର ସକାଳେ କରିବ ଲ୍ୟାଣ୍ଡ୍ ଫଲ୍

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା 'ତେଜ'। ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବା…