ରାହୁଲଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା କରିଥିବା ଆବେଦନକାରୀଙ୍କ ଉପରେ କୋର୍ଟ ଲଗାଇଲେ ଜରିମାନା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ ବା ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି | ସୁପ୍ରିମକୋର୍ଟ କେବଳ ଆବେଦନକୁ ଖାରଜ କରିନାହାନ୍ତି ବରଂ ଆବେଦନକାରୀଙ୍କ ଉପରେ ୧ ଲକ୍ଷ…

ବାଇଡେନଙ୍କ ପରେ ଇସ୍ରାଏଲରେ ଋଷି ସୁନକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଯିବାର ଦିନକ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ଇସ୍ରାଏଲ ଉପରେ ପୁଣି ରକେଟ୍‌ ବର୍ଷା: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ‌ସେନା‌ର ପ୍ରତ୍ୟାକ୍ରମଣ

ଟେଲ୍‌ ଅଭିଭ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ଟେଲ୍‌ ଅଭିଭରୁ ଆମେରିକା ଫେରିବା ପରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ତୀବ୍ର ରୂପ ନେଇଛି। ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ମାଡ଼ କରିବା ପରେ ସ୍ଥିତି ବିସ୍ଫୋରକ…

ଇସ୍ରାଏଲରେ ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଡ୍ରଗ୍‌ସ ସେବନ କରି ନିଶାସକ୍ତ ଅବସ୍ଥାରେ ଥିଲେ: ରିପୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅତର୍କିତ ଆକ୍ରମଣ କରି ୧୪୦୦ରୁ ଅଧିକ ଇସ୍ରାଏଲବାସୀଙ୍କୁ ହତ୍ୟା କରିଥିବା ହମାସ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇବା ସମୟରେ ନିଶାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି। ହମାସ୍ ଆତଙ୍କବାଦୀ ଏକ ସାଇକୋଆକ୍ଟିଭ୍‌ ଡ୍ରଗ୍‌ସ…

ଗିରଫ ସଞ୍ଜୟ ସିଂହ ହାଇକୋର୍ଟରେ ନିରାଶ

ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି। ଏହି ଘଟଣାରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ଶ୍ରୀ ସିଂହଙ୍କୁ ଗିରଫ କରିଥିଲେ। ଏହାକୁ ସେ ଦିଲ୍ଲୀ…

ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କଲା କାନାଡା

ଭାରତରେ ରହୁଥିବା ନିଜ ଦେଶର ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି କାନାଡା। ଭାରତରେ କାନାଡାର ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଓଟ୍ଟାୱା କହିଛି। ଏପରି ସତର୍କ ସୂଚନା ଜାରି କରିବାର କିଛି ଘଣ୍ଟା ପୂର୍ବରୁ କାନାଡା…

ଶ୍ରମିକଙ୍କ ଆକାଉଣ୍ଟରେ ହଠାତ୍‌ ଜମା ହେଲା ୨୨୧ କୋଟି ଟଙ୍କା

ଲକ୍ଷେ କି କୋଟିଏ ନୁହେଁ। ଏକାଥରେ ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା। ରାତାରାତି କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ କିନ୍ତୁ ଏକଥା ଜାଣି ନଥିଲେ। ଶେଷରେ ସେ ସମସ୍ୟାରେ ପଡ଼ିବା ପରେ ହିଁ ଯାଇ ପ୍ରକୃତ…

ମହୁଆଙ୍କ ପାଲଟା ଅଭିଯୋଗ: ହୀରାନନ୍ଦାନୀଙ୍କ ଉପରେ ଚାପ ପକେଇ ତିଆରି ହୋଇଛି ସତ୍ୟପାଠ!

ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠ ପରେ ଆସିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରଙ୍କ ପ୍ରତିକ୍ରିୟା। ଦୁଇ ପୃଷ୍ଠାର ଏକ ବିବୃତ୍ତିରେ ପ୍ରଶ୍ନ ବାଣ ମାରିଛନ୍ତି ମହୁଆ। ହୀରାନନ୍ଦାନୀଙ୍କ ସତ୍ୟପାଠକୁ ପ୍ରତ୍ୟାଖ୍ୟାନ କରି ମହୁଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୀରାନନ୍ଦାନୀଙ୍କ ମୁଣ୍ଡରେ ‘କଥାର ବନ୍ଧୁକ’ ରଖି ସାଦା…

ବସୁନ୍ଧରାଙ୍କ ସପକ୍ଷରେ ବାହାରିଲେ ଗେହଲଟ

ବରିଷ୍ଠ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମର୍ଥନରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବସୁନ୍ଧରାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ସେ ବିଜେପି ଉପରେ ବର୍ଷିଛନ୍ତି। ବସୁନ୍ଧରାଙ୍କୁ ବିଜେପି ଅଣଦେଖା କରୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ…

ସତ ମାନିଲେ ବ୍ୟବସାୟୀ! ମୋଦି-ଆଦାନୀଙ୍କୁ ଟାର୍ଗେଟ କରିବାକୁ ମହୁଆ ନେଉଥିଲେ ଲାଞ୍ଚ

ଟିଏମସି ସାଂସଦ ମୋହୁଆ ମୋଇତ୍ର ଲାଞ୍ଚ ନେଇ ସଂସଦରେ ଶାସକ ଦଳକୁ ଟାର୍ଗେଟ କରିବା ମାମଲାରେ ନୂଆ ମୋଡ। ଚର୍ଚ୍ଚା ହେଉଥିବା ଏହି ପ୍ରସଙ୍ଗକୁ ମିଳିଛି ଖୁରାଗ। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ଏକ ସତ୍ୟପାଠ ଦାଖଲ କରି ମହୁଆଙ୍କ ବିରୋଧରେ ଆସିଥିବା…