ଜଷ୍ଟିସ୍ ଏସ୍ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ; ମିଳିିଲା ବରିଷ୍ଠ ଆଇନଜୀବୀ ଗାଉନ୍
ନୂଆଦିଲ୍ଲୀ: ନିକଟରେ ଚାକିରିରୁ ଅବସର ନେଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ। ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ କରିଥିଲେ। ଅକ୍ଟୋବର ୧୬ ତାରିଖରେ ବସିଥିବା ପ୍ରଧାନ…
