ଇସ୍ରାଏଲ୍-ହମାସ ଯୁଦ୍ଧ: ବଙ୍କର୍ରେ ଲୁଚିଲେ, ତଳେ ଶୋଇଲେ ଜର୍ମାନ ଚାନ୍ସେଲର୍
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଘନ ଘନ ଆକ୍ରମଣ। ଏହି ଯୁଦ୍ଧ ଏବେ ୧୨ ଦିନରେ ପହଞ୍ଚି ସାରିଲାଣି। ଏହାରି ଭିତରେ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଜର୍ମାନ ଚାନ୍ସେଲର୍ ଓଲାଫ୍ ସୋଲ୍ଜସ୍। ତେବେ ତେଲ୍ ଅବିବ ସ୍ଥିତ ବେନ୍…
