ଇସ୍ରାଏଲରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ୍, ପହଞ୍ଚିଲା ଆମେରିକାର ଅସ୍ତ୍ରଶସ୍ତ୍ର

ତେଲ ଅଭିଭ୍ : ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଇସ୍ରାଏଲର ତେଲ ଅଭିବ ସହରରେ ପହଞ୍ଚିଛନ୍ତି। ଇସ୍ରାଏଲ ପ୍ରତି ଆମେରିକାର ଏକାତ୍ମବୋଧକୁ ପ୍ରଦର୍ଶନ କରିବା…

ଆଜି ଠାରୁ ଅପରେସଜନ ଅଜୟ, ଇସ୍ରାଏଲରୁ ଆସିବେ ଭାରତୀୟ

ନୂଆଦିଲ୍ଲୀ : ଯୁଦ୍ଧ କ୍ଷତିଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜି ଠାରୁ ଆରମ୍ଭ ହେବ ଅପରେସନ ଅଜୟ। ଅପରେସନ ଆରମ୍ଭ ହେବା ପୂର୍ବରୁ ଆଜି ଏହାର ସମୀକ୍ଷା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଇସ୍ରାଏଲରେ…

ବାଟଲା ହାଉସ ଏନକାଉଣ୍ଟର: ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୮ ମସିହା ବାଟଲା ହାଉସ ଏନକାଉଣ୍ଟର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନକୁ ବଡ଼ ଆଶ୍ୱସ୍ତି ମିଳିଛି। ତାକୁ ତଳ କୋର୍ଟ ଏନକାଉଣ୍ଟର ଘଟଣାରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରିଥିଲେ। କିନ୍ତୁ ଆଜି ଦିଲ୍ଲୀ…

୮ ୱିକେଟ୍‌ରେ ଜିତିଲା ଭାରତ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫ୍‌ଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି। ଅତିଥି ଟିମ୍‌କୁ ଆୟୋଜକ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ…

ରାଜସ୍ଥାନରେ ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ

ବଦଳିଛି ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ଦିନକ ତଳେ ରାଜସ୍ଥାନବାସୀ ନଭେମ୍ବର ୨୩ରେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ। ହେଲେ ଆଜି ଭୋଟିଂ ତାରିଖରେ ସଂଶୋଧନ କରାଯାଇଛି। ରାଜସ୍ଥାନବାସୀ ନଭେମ୍ବର ୨୩ ବଦଳରେ ନଭେମ୍ୱର ୨୫ରେ…

ବିମାନରେ ଯାତ୍ରାବେଳେ ମାଲାୟାଲାମ ଅଭିନେତ୍ରୀଙ୍କ ସହ ହେଲା ଅସଦାଚରଣ

କୋଚି: ଜଣେ ମାଲାୟାଲାମ ଫିଲ୍ମ ଅଭିନେତ୍ରୀ କୋଚି ଯାଉଥିବାବେଳେ ତାଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି | ଅଭିନେତ୍ରୀଜଣକ ଏୟାର ଇଣ୍ଡିଆ ବିମାନରେ ଯାଉଥିବାବେଳେ ଜଣେ ପୁରୁଷ ଯାତ୍ରୀ ତାଙ୍କୁ ଉତ୍ପୀଡ଼ନ କରିଥିବାର ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ସୂଚନା ମୁତାବକ…

ଟ୍ରାଫିକ ପୁଲିସ୍‌ଙ୍କୁ ଚପଲରେ ପିଟିଲେ ମହିଳା ଇ-ରିକ୍ସା ଚାଳକ

ବିଚ ରାସ୍ତାରେ ନିଜର ଔଦ୍ଧତାମୀ ଦେଖାଇଛନ୍ତି ଜଣେ ମହିଳା ଇ-ରିକ୍ସା ଚାଳକ। ସେ ନିଜର ସ୍ଲିପରରେ ଜଣେ ଟ୍ରାଫିକ ପୁଲିସଙ୍କୁ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ଗାଜିଆବାଦର ଇନ୍ଦ୍ରାପୁରମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ…

ଇସ୍ରାଏଲରୁ ଭାରତ ଫେରିବା ପରେ ଅଭିନେତ୍ରୀ ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ।…

ରାଜ ଠାକରେଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ନେତା

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେ ଟୋଲ ଟ୍ୟାକ୍ସକୁ ରାଜ୍ୟର ସବୁଠୁ ବଡ ‘ସ୍କାମ’ ବୋଲି କହିବା ସହ ଟୋଲ ଟ୍ୟାକ୍ସ ବ୍ୟବସ୍ଥା ନ ଉଠାଇଲେ ସେ ‘ଟୋଲ ବୁଥ ପୋଡି ଦେବେ’ ବୋଲି ଧମକ ଦେଇଥିଲେ ।…

ଅନଲାଇନରେ ଗେମ ‌ଖେଳି ରାତାରାତି କୋଟିପତି ହେଲେ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। ସବ-ଇନ୍ସପେକ୍ଟର ଜଣକ ଫେଣ୍ଟାସି କ୍ରିକେଟ ଆପରେ ଗତ…