ହମାସ ଆକ୍ରମଣ ପଛରେ ଇରାନ, ରୁଷ ଓ ଚୀନର ସହାୟତା !

ନୂଆଦିଲ୍ଲୀ: ପାଲେଷ୍ଟାଇନ ସଙ୍ଗଠନ ହାମାସ ପକ୍ଷରୁ ଶନିବାର ଇସ୍ରାଏଲ ଉପରେ ହୋଇଥିବା ବଡ଼ ଧରଣର ଆକ୍ରମଣରେ ରୁଷିଆ, ଚୀନ ଓ ଇରାନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କେତେକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ଇରାନ ହାମାସକୁ ଖୋଲାଖୋଲି ପ୍ରଶିକ୍ଷଣ…

ବାୟୁସେନା ଦିବସରେ ନୂଆ ପ୍ରତୀକ ଉନ୍ମୋଚିତ

ଭାରତୀୟ ବାୟୁସେନା ଆଜି ପାଳୁଛି 91ତମ ବାର୍ଷିକ ଉତ୍ସବ। ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି। ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ପ୍ରତୀକର ଉନ୍ମଚନ କରିଛନ୍ତି…

ସରକାରୀ ବାସଭବନ ଛାଡ଼ିବେ ଆପ୍‌ ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ବିବାହ କରି ଘର ବସାଇବାକୁ ଯାଉଥିବାବେଳେ ସ୍ଥାନୀୟ ପଟିଆଲା ହାଉସ୍‌ ଅଦାଲତ ତାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ସାଂସଦଙ୍କର ସରକାରୀ ବାସଭବନ…

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀବେଳେ ଅଭିନେତ୍ରୀଙ୍କର ମୃତ୍ୟୁ

ଆର୍ଜେଣ୍ଟିନା: ସୁନ୍ଦରୀ ନିଶା ହେଲା କାଳ | ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହେବାକୁ ଚାଁହୁଥିବା ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ଚେହେରା ସହିତ ଶରୀରର ଅନେକ ଅଙ୍ଗରେ ଅସ୍ତ୍ରୋପଚାର କରୁଥିବା ଦେଖାଯାଏ | ତେବେ…

ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ

ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି। ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା…

ଇସ୍ରୋ ଜାରି କଲା ‘ଗଗନଯାନ’ର ଫଟୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍‌’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା…

ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ ଲୋକଙ୍କ ସମସ୍ୟାର ସମାଧାନ ହେଉ : କଂଗ୍ରେସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆକ୍ରମଣର ଦିନକ ପରେ ତାହାକୁ ନେଇ କଂଗ୍ରେସର ବୟାନ ଆସିଛି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ୍ ଲୋକଙ୍କ…

ଇଜିପ୍ଟ ପୁଲିସ ଗୁଳିରେ ଇସ୍ରାଏଲର ୨ ପର୍ଯ୍ୟଟକ ମୃତ

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଦୁଇ ପର୍ଯ୍ୟଟକ ମୃତ। ଆଜି ଇଜିପ୍ଟର ଆଲେକ୍ସଜାଣ୍ଡାରିଆ ସହରର ଜଣେ ପୁଲିସ କର୍ମଚାରୀ ଇସ୍ରାଏଲ୍ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାନା କରିଥିଲେ। ଏଥିରେ ଅତି କମରେ ଦୁଇଜଣ ଇସ୍ରାଏଲ୍ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଥିବା…

ଭିଆଇପି ଦର୍ଶନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ଭିଆଇପି ଦର୍ଶନକୁ ମନ୍ଦିରରେ ହଙ୍ଗାମା କଲେ କେନ୍ଦ୍ର ମନ୍ତ୍ରୀ | ଶନିବାର ଅପରାହ୍ନରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବି.ଏଲ୍ ବର୍ମା ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ପହଞ୍ଚିଥିଲେ। ଯେତେବେଳେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ…

ସିକିମ୍‌ ମୃତ୍ୟୁ ସଂଖ୍ୟା ୬୮, ପଶ୍ଚିମବଙ୍ଗରୁ ସର୍ବାଧିକ ମୃତଦେହ ଉଦ୍ଧାର

ଗାଙ୍ଗଟକ୍‌: ସିକିମ୍‌ ଜଳ ପ୍ରଳୟର ଧ୍ବଂସାବଶେଷ ତଳୁ ମୃତଦେହ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚତୁର୍ଥ ଦିନରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ସିକିମ୍‌ରୁ ୨୬ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତିସ୍ତା ନଦୀ ଅବବାହିକାର ପଶ୍ଚିମବଙ୍ଗ ଏବଂ…