୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ ସହାୟକ
ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗତ…
ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗତ…
ଯାଜପୁର : ବେଆଇନ କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ। ଆଜି ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅତଡା…
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ…
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଂଚାୟତ ନାନ୍ଦପୁର ଗାଁରେ ଜମିଜମା ବିବାଦକୁ ନେଇ ଉଗ୍ର ରୂପ ଦେଖିବାକୁ ମିଳିଛି। ନାନ୍ଦପୁର ଗାଁର ବୁଧୁରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ…
ଭୁବନେଶ୍ୱର: ରାଜଧାନୀରେ ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍। ଭୋର ସମୟରେ ଝରକା ଭାଙ୍ଗି ଘରେ ପଶି ସବୁ ଲୁଟିନେଲେ ଲୁଟେରା। ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା…
ବଲାଙ୍ଗିର: ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରିଜାଙ୍କ ବିବାଦ । ବଲାଙ୍ଗିର ରାଜପରିବାର ବିରୋଧରେ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ ଆଣିଥିବା ଘରୋଇ ହିଂସା ମାମଲାରେ ନୂଆ ମୋଡ଼ । ଡେରାଡୁନସ୍ଥିତ ଅର୍କେଶନାରାୟଣ ସିଂଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା ରବିତା…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଜେ. ରାଏବଗା ଝରାକାନି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଦୁଇସାଙ୍ଗଙ୍କୁ ଲୁହା ହାତୁଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ,…
ଭୁବନେଶ୍ବର: ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ…
ମାଲକାନଗିରି: ଲାଲବାହିନୀର ଲାଲଗଡ଼ ଭାବେ ପରିଚିତ ଥିଲା ଦଣ୍ଡିପଦର। ପ୍ରତିବନ୍ଧକ ସାଜିଥିଲା ସରକାରୀ ଯୋଜନା। ମୋବାଇଲ୍ ବ୍ୟବହାର ଉପରେ କଟକଣା ରହିଥିଲା। ଯିଏ ମୋବାଇଲକୁ ବ୍ୟବହାର କରୁଥିଲେ ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ହେବାକୁ ପଡୁଥିଲା। ବର୍ଷ ବର୍ଷ ଧରି ମାଓ…
ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍…