ଆଜି ୪୪.୩ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଛଟପଟ ହେଉଛି। ଗୁଳୁଗୁଳି ଅସହ୍ୟ ହୋଇଯାଉଛି। ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ୪୪ ଡିଗ୍ରି ଉପରେ ୪ଟି ସହର ଥିବା ବେଳେ ସମ୍ବଲପୁର…

୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ

ସପ୍ତାହରେ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ। ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ପୁରୀ ରେଳଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ…

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ନୀତି। ସନ୍ଧ୍ୟା ୬ଟାରୁ…

ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ

ଯାଜପୁର: ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ରାଧାଦେଇପୁରରେ ଅଘଟଣ। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲିଳ ସମାଧି। ନଦୀକୁ ଗାଧୋଇବାକୁ ତିନି ଜଣ ଯୁବକ ଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କ…

ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ, ୩ ଗିରଫ

ଭୁବନେଶ୍ୱର: ସ୍କାଏ ଲାଇଟ୍ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ। ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ହେଲେ ଫେଲ୍ ମାରିଥିଲା ସେମାନଙ୍କ ଉଦ୍ୟମ। ଆଉ ଶେଷରେ ସେମାନେ ପୁଲିସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱରରେ ପାହାଳ ଥାନା ହଂସପାଳ…

ସୁନା ସୋ’ରୁମରୁ ଚୋରି ଘଟଣା: ୩ ଡକାୟତଙ୍କ ଫଟୋ ଜାରି

ଯାଜପୁର: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍‌ କରିଥିବା ୧୫ କ‌ିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍‌ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି…

ଓଡ଼ିଶାର ଗର୍ଭବତୀ ମା’ଙ୍କ ସହିତ ନବଜାତ ଶିଶୁ ଓ କିଶୋର-କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ। ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୈନିକ ଖବରକାଗଜରେ…

ଭୁବନେଶ୍ବରରେ ଫ୍ଲାଟ ଦେବା ନାମରେ ଠକେଇ, କଂପାନି ପରିଚାଳନା ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିବା ମିଶ୍ର…

ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ

ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ)ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ…

ଜୁନ ୪ ରେ କେରଳରେ ପହଞ୍ଚିବ ମୌସୁମୀ

ଏବର୍ଷ ଚାରି ଦିନ ବିଳମ୍ବରେ ଆସିପାରେ ମୌସୁମୀ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଜୁନ ୪ତାରିଖ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୦୨୨ରେ ମୌସୁମୀ ବାୟୁ ମେ ୨୯ ତାରିଖରେ କେରଳ ଛୁଇଁବ ବୋଲି ଅନୁମାନ…