ପିକ୍ଅପ୍ ଉପରେ ଚଢ଼ିଗଲା ଟ୍ରକ୍ , ୧୦ ମୃତ
ଏକ ଯାତ୍ରୀବାହୀ ପିକ୍ଅପ୍କୁ ଦୃତଗତିରେ ଯାଉଥିବା ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେକି ୧୩ ଜଣ ଲୋକ ଗୁରୁତର ହୋଇଛନ୍ତି। ମୃତଙ୍କ ଭିତରେ ଜଣେ ଶିଶୁ ରହିଛି। ଆଜି ଉତ୍ତରପ୍ରଦେଶ ମୋରଦାବାଦ୍ ଅନ୍ତର୍ଗତ ଦଳପାଟପୁର-କାଶୀପୁର ରାସ୍ତାର ଖାଇରଖାତା ଗ୍ରାମ ନିକଟରେ…
