ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ

ନୂଆଦିଲ୍ଲୀ: ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ। ଦେଶର ପ୍ରସିଦ୍ଧ ବଡିବିଲଡର ପ୍ରେମରାଜ ଆରୋରାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ବର୍ଷ ବୟସ ହୋଇଥିଲା। ପେଟରେ ଏସିଡିଟି ସମସ୍ୟା ହେବା ପରେ ପ୍ରେମରାଜ ଆରୋରାଙ୍କର ଛାତିରେ…

ଅମୃତସରରେ ଗ୍ୟାଙ୍ଗଓ୍ବାର, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ମାରିଲେ ୨୪ ରାଉଣ୍ଡ ଗୁଳି

ଅମୃତସର : ଗ୍ୟାଙ୍ଗଓ୍ବାରରେ ପୁଣି ଥରି ଉଠିଛି ପଞ୍ଜାବର ଅମୃତସର । ଏଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ଗୁଳି କରି ହତ୍ୟା କରାଯାଇଛି । ଏହାକୁ ନେଇ ସମଗ୍ର ସହରରେ ସ୍ଥିତି ଅଶାନ୍ତ ହୋଇଯାଇଛି । ପୁଲିସର ସୂଚନା ଅନୁଯାୟୀ,…

‌ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ‌ଦେବଦୂତ ସାଜିଲେ ଟିନା ଡାବି

ଜୟପୁର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ପ୍ରବାସୀଙ୍କୁ କରିଥିବା ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ…

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡ଼ି

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି ଜାରି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବାବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି…

ହତ୍ୟା ଧମକ ପରେ ବାଗେଶ୍ୱର ବାବାଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ପ୍ରସିଦ୍ଧ ଧାର୍ମିକ ପ୍ରବଚକ ତଥା ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କିଛି ସମୟ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା…

ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ, ଟୋଲ ଗେଟ୍‌ ସିଲ୍‌

ଆଠଗଡ଼:  କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁଣ୍ଡଳି ଟୋଲ ଗେଟ୍‌ ଠାରେ ମଙ୍ଗଳବାର ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟେଣିଗାଁର ଦୀପକ ପ୍ରଧାନ (୨୩) ,ପାଟେଣିଗାଁର ବୁବୁ ଓରଫ ଦୀପକ…

ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ଦିନକୁ ଦିନ ଆହୁରି ଅସହ୍ୟ ହେବାରେ ଲାଗିଛି ଖରା ତାତି । ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୁଳ…

ୟୁଟି ଖାଦେର କର୍ଣ୍ଣଟକ ବିଧାନସଭାର ବାଚସ୍ପତି

ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ୫ଥରର ବିଧାୟକ ୟୁଟି ଖାଦେର ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ହୋଇଛନ୍ତି। ୫୩ ବର୍ଷୀୟ ଖାଦେର ପ୍ରଥମ ମୁସଲିମ ନେତା ଭାବେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ହେବାର ରେକର୍ଡ କରିଛନ୍ତି। ମଙ୍ଗଳବାର ଖାଦେର ବାଚସ୍ପତି…

ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଡାକ୍ତରଙ୍କ କ୍ଲିନିକ୍‌ ସିଲ୍‌

କଟକ: ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଜଣେ ଡାକ୍ତରଙ୍କ କ୍ଲିନିକ୍‌ରେ ଚଢଉ ହୋଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉପସ୍ଥିତ ଥିଲେ। ତେବେ ବହୁ ପୂର୍ବରୁ…

ସଂସଦର ନୂଆ ବିଲଡିଂରେ ରହିବ ଇତିହାସର ପ୍ରତୀକ ‘ରାଜଦଣ୍ଡ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଥିଲେ ହେଁ ସରକାରୀ ସ୍ତରରେ ଉଦଘାଟନୀ…