ଆଇପିଏଲ୍: ଚେନ୍ନାଇର ପ୍ଲେ ଅଫ୍ ଆଶା ଉଜ୍ଜୀବିତ
ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ସହ ଚଳିତ ଆଇପିଏଲ୍ରେ ହୋଇଥିବା ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବାଜି ମାରି ନେଇଛି। ବୁଧବାର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଘରୋଇ ଚେନ୍ନାଇ ୨୭ ରନ୍ରେ ଦିଲ୍ଲୀକୁ ହରାଇଛି। ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୬୮ ରନ୍ର…