ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି
ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର…