କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା:  ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ  କୋଭିଡ୍  ଆଉ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’…

ଏନ୍‌ସିପିର ସଭାପତି ରହିବେ ଶରଦ ପାୱାର

ତିନି ଦିନ ତଳେ ଏନ୍‌ସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିବା ଶରଦ ପାୱାର ଶୁକ୍ରବାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଦଳୀୟ କର୍ମୀଙ୍କ ଜୋରଦାର ବିରୋଧକୁ ଦୃଷ୍ଟିରେ ରଖି ବରିଷ୍ଠ ନେତାଙ୍କୁ ନେଇ ଗଠିତ…

କର୍ଣ୍ଣାଟକରେ ‘ଦି କେରଳ ଷ୍ଟୋରୀ’ କଥା କହି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କର୍ଣ୍ଣାଟକାର…

ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମହିଳାଙ୍କ ସମେତ ୬ ମୃତ

ଦୀର୍ଘ ବର୍ଷ ଧରି ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଭୟଙ୍କର ରୂପ ନେଇଛି। ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇ…

ସିବିଆଇକୁ ଚକମା ଦେଲେ ଜିଏସ୍‌ଟି ଅଧିକାରୀ, ୨୫ ଲକ୍ଷ ନେଇ ଛୁ

ସିବିଆଇ ଟିମ୍‌ ଖାଇଲା ଧୋକା। ଚକମା ଦେଲେ ଜିଏସ୍‌ଟି ଅଧିକାରୀ। ସିବିଆଇ ଟିମ୍‌ ଆଖି ଆଗରୁ ଲାଞ୍ଚ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଲେ ଜିଏସ୍‌ଟି ଅଧିକାରୀ। ପ୍ରାୟ ୧୫ ଦିନ ହେଲା ଖୋଜି ଖୋଜି ଏହି ତଦନ୍ତକାରୀ ସଂସ୍ଥାର…

ମଣିପୁରରେ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ, ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର

ଇମ୍ପାଲ :  ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି । ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ…

ଆତଙ୍କବାଦୀଙ୍କ ଭୟଙ୍କର ହମଲାରେ ୫ ଯବାନ ସହିଦ

ଜମ୍ମୁ-କଶ୍ମୀରର ରଜୌରୀରେ ଶୁକ୍ରବାର ସକାଳେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏହାର ଜବାବ ମଧ୍ୟ ସେନା ପକ୍ଷରୁ ଦିଆଯାଇଛି। ହେଲେ ଏହି ଗୁଳି ବିନିମୟ ଓ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ…

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କଲେ, ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଲେ ଜୟଶଙ୍କର

ଭାରତର ଗୋଆରେ ଆୟୋଜିତ ଏସ୍‌ସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠରେ ଯୋଗଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ଆଜି ତାଙ୍କୁ ଏହି ବୈଠକକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରୋଟକଲ ଅନୁଯାୟୀ ହାତ ଯୋଡ଼ି ସ୍ୱାଗତ କରିଥିଲେ। ତେବେ…

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ

ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି। ଏସବୁ ଭିତରେ ହିଂସାକାଣ୍ଡ…

ହନିଟ୍ରାପ୍‌ରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ

ଶତ୍ରୁ ଦେଶ ପାକିସ୍ତାନ ବିଛାଥିବା ସୁନ୍ଦରୀ ଜାଲରେ ଫସି ଭାରତକୁ ଧୋକା ଦେଇଥିବା ଜଣେ ୫୯ ବର୍ଷୀୟ ବୈଜ୍ଞାନିକ କଳାକରାନାମା ସାମ୍ନାକୁ ଆସିଛି। ସେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ଏହି ବୈଜ୍ଞାନିକ ଜଣଙ୍କ ହେଲେ ପିଏମ କୁରୁଲକର। ସେ ଭାରତର…