May 12, 2023

ପରମବୀର ସିଂହଙ୍କ ନାଁରେ ଥିବା ସବୁ ମାମଲା ବନ୍ଦ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାକୁ…

ଆଦାନି-ହିଣ୍ତେନବର୍ଗ ବିବାଦ: ତଦନ୍ତ ପାଇଁ ଆଉ ୬ ମାଗିଲା ସେବି, ୧୫ରେ ଶୁଣାଣି

ନୂଆଦିଲ୍ଲୀ : ଆଦାନି ଗ୍ରୁପ ସମ୍ପର୍କରେ ଆମେରିକୀୟ କମ୍ପାନୀ ହିଣ୍ଡେନଗବର୍ଗ ଦେଇଥିବା ରିପୋର୍ଟ ଘଟଣାର ତଦନ୍ତ ସାରିବାକୁ ଆହୁରି ୬ ମାସ ସମୟ ମାଗିଛି ସେବି। ତେବେ ସୁପ୍ରିମକୋର୍ଟ ବିବାଦର ତଦନ୍ତ ପାଇଁ ଗଠନ କରିଥିବା କମିଟି ଦେଇଥିବା ପ୍ରାଥମିକ ରିପୋର୍ଟର…

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀମାନେ ଆଗରେ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି। cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ…

ବାଚସ୍ପତିଙ୍କ ସହ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଜଲଦି ହେବ ମନ୍ତ୍ରୀ ମଣ୍ଡଳ ଅଦଳବଦଳ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା…

୪ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କଟକ ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିଥିଲେ। କେଶବଧାମରେ ଆୟୋଜିତ ସଂଘର…

‘ମନ ବି ବାତ’ ନ ଶୁଣିବାରୁ ୩୬ ଛାତ୍ରଛାତ୍ରୀଙ୍କୁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ : ‘ମନ ବି ବାତ’ ନ ଶୁଣିବାରୁ ମିଳିଲା ଦଣ୍ଡ । ଏପରିକି ୩୬ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବା ସହ ବାହାରକୁ ନ ବାହାରିବାକୁ ଜାରି ହେଲା ନିର୍ଦ୍ଦେଶାନାମା । ଏପରି ଏକ ଘଟଣା ପଞ୍ଜାବର…

ଭିଜିଲାନ୍ସ ଜାଲରେ ଜୁନିୟର ଷ୍ଟେନୋଗ୍ରାଫର

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର। ସେ ୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।…

ତୁଟିଲା ଯୋରନ୍ଦା ମହିମା ଗାଦି ବିବାଦ, ଉନ୍ନତି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଢେଙ୍କାନାଳ: ତୁଟିଲା ଢେଙ୍କାନାଳ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ବକଳ ଧାରୀ ସନ୍ନ୍ୟାସୀ ଓ କୌପିନୀ ଧାରୀ ସନ୍ନ୍ୟାସୀଙ୍କ ମଧ୍ୟରେ ବିବାଦ। ବହୁଦିନ ଧରି ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋରନ୍ଦା ଠାରେ ଏକ ମିଳିତ…

ଜିଲ୍ଲା କଂଗ୍ରେସ ଭବନରେ ଦୁଇ ବରିଷ୍ଠ ନେତାଙ୍କ ଖଣ୍ଡଯୁଦ୍ଧ

ଜିଲ୍ଲା କଂଗ୍ରେସ ଭବନ ସାଜିଲା କୁରୁକ୍ଷେତ୍ର। ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ବିଧା, ଗୋଇଠା, ମୁଥ ମାଡ଼ରେ ପରଷ୍ପର ଦୁହେଁଦୁହିଁଙ୍କୁ ଆକ୍ରମଣ କରୁଥିଲେ। ତଳେ ପଡ଼ୁଥିଲେ, ପୁଣି ଉଠି ଲଢ଼ୁଥିଲେ। ଆଗ ଧାଡ଼ିରେ ବସିବାକୁ ଏମିତି…

The Kerala Story ବ୍ୟାନ: ବେଙ୍ଗଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କାହିଁକି ବିବାଦୀୟ ଫିଲ୍ମ ‘The Kerala Story’କୁ ବ୍ୟାନ କରିଛନ୍ତି, ତା’ର କାରଣ ଜାଣିବା ପାଇଁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ପୂରା ଦେଶରେ ଏହା ବିନା କୌଣସି ସମସ୍ୟାରେ ଚାଲିଥିବା ବେଳେ ବେଙ୍ଗଲରେ କାହିଁକି…