କର୍ଣ୍ଣାଟକ ନିର୍ବାଚନ ଇସ୍ତାହାର ଘୋଷଣା କଲା କଂଗ୍ରେସ
କର୍ଣ୍ଣାଟକ ଭୋଟରଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା। ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କରିଛି କଂଗ୍ରେସ। ମାଗଣାରେ ମିଳିବ ବିଜୁଳି। ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେବ କଂଗ୍ରେସ। ପରିବାରରେ ମହିଳା ମୁଖ୍ୟଙ୍କୁ ମାସିକ ଦୁଇ…