ମୋତେ ଓ ମୋ ସ୍ୱାମୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ: ଗୀତ ଫୋଗଟ
‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ…
‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ…
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମକୁ ଲାଗିଛି ଝଟକା। ଏହି ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇ ଦେଇଛନ୍ତି ପାଟନା ହାଇକୋର୍ଟ। ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା…
ଭାରତର ଗୋଆରେ ପହଞ୍ଚିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟ ଜର୍ଦାରି। ସେ ଏଠାରେ ଆୟୋଜିତ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍ସି)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ଏସ୍ସିଓର ଅଧ୍ୟକ୍ଷତା ଭାରତ କରୁଥିବା ବେଳେ ପ୍ରୋଟକଲ ଅନୁଯାୟୀ ନୂଆଦିଲ୍ଲୀ…
ରୁଦ୍ରପ୍ରୟାଗ : କେଦାରନାଥ ଦର୍ଶନ ପାଇଁ ପାଦରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ରାସ୍ତା ଖୋଲାଯାଇଛି । ଗତକାଲି କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଫାଟିବା କାରଣରୁ କେଦାରନାଥ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ…
ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି…
ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କର। ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ହିଂସା ବଢ଼ୁଥିବା ଦେଖି ଏଭଳି ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ବୁଧବାର ଦିନ ହିଂସା ଆରମ୍ଭ ହେବା ପରେ ଏବେ ଏହା ୮ଟି ଜିଲ୍ଲାକୁ ପ୍ରଭାବିତ…
ଜମ୍ମୁ ଓ କଶ୍ମୀରର ବାରାମୂଲା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କଠାରୁ ଗୋଟିଏ ଏକ-୪୭ ଓ ଗୋଟିଏ ପିସ୍ତଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରଳ ଗୁଳି ଓ କିଛି ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଗତ ୨୪ ଘଣ୍ଟାରେ ଜମ୍ମୁ…
ମସ୍କୋ : ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଆମେରିକାକୁ ଦାୟୀ କରିଛି ରୁଷ । ଆମେରିକା ହିଁ ଏହି ଆକ୍ରମଣ ପାଇଁ ଟାର୍ଗେଟ ବାଛିଥିଲା ଓ ୟୁକ୍ରେନ କେବଳ ତାହାକୁ କାର୍ଯ୍ୟକାରୀ କରିଥିଲା ।…
ନୂଆଦିଲ୍ଲୀ: ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏସଟିଏଫ ଟିମ ଏନକାଉଣ୍ଟର କରି ମେରଠରେ ନିପାତ କରିଛି। ଏହି ଏନକାଉଣ୍ଟରରେ ନିପାତ ହୋଇଥିବା ଗ୍ୟାଙ୍ଗଷ୍ଟର ନାମ ଅନିଲ ଦୁଜାନା ଓରଫ ଅନିଲ ନଗର ବୋଲି ଜଣାପଡ଼ିଛି। ଏସଟିଏଫ ଟିମକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍ ୱେେ ଜଣେ ୟୁଟ୍ୟୁବର୍ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ ଗାଡ଼ି ଚଳାଇ ଯାଉଥିବା ବେଳେ ତାଙ୍କ…