କର୍ଣ୍ଣାଟକରେ ପରାଜୟ ସ୍ୱୀକାର କଲା ବିଜେପି
ବେଙ୍ଗାଲୁରୁ: ଅନେକ ଚେଷ୍ଟା କରିବା ସତ୍ତ୍ବେ ଆମେ ସନ୍ତୋଷଜନକ ଫଳ ପାଇଲୁ ନାହିଁ କହି ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପରାଜୟ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ବିଧାନସଭା ଭୋଟ୍ ଗଣତିରେ ଆଜି ପୂର୍ବାହ୍ନ ୧୦ ସୁଦ୍ଧା ୧୧୩ଟି ଆସନରେ ଅଗ୍ରଣୀ…