May 29, 2023

ଏଣିକି ବିକ୍ରି ସହ ବିଭାଜିତ ହୋଇପାରିବ ଚକବନ୍ଦୀ ଜମି

ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ…

ଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଗତ ୬୮ ବର୍ଷ ମଧ୍ୟରେ ଦେଶରେ ୭୪ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି, କିନ୍ତୁ ଗତ ୯ ବର୍ଷ ମଧ୍ୟରେ ଆମେ ବିମାନବନ୍ଦର, ହେଲିପୋର୍ଟ ଆଦି ସମେତ…

ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମାତାଲ ବ୍ୟକ୍ତି

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି…

ମଣିପୁରରେ ଆକ୍ରମଣ ଓ ଧ୍ୱଂସଲୀଳା ପାଇଁ ସାଧାରଣଙ୍କୁ ଢାଲ କରୁଛନ୍ତି ଉଗ୍ରବାଦୀ

ଇମ୍ଫାଲ : ହିଂସା କ୍ଷତି ଗ୍ରସ୍ତ ମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଓ ରାଜ୍ୟରେ ଧ୍ୱଂସଲୀଳା କରିବାକୁ ବିଭିନ୍ନ ଉଗ୍ରବାଦୀ ସଂଗଠନ ସାଧାରଣ ଲୋକଙ୍କୁ ଢାଲ କରୁଛନ୍ତି। ସେମାନେ ମହିଳା ଓ ଛୋଟ ପିଲାଙ୍କୁ ଆଗରେ ରଖି ନିଜ ଯୋଜନାକୁ କାର୍ଯ୍ୟକାରୀ…

୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଲା ପିଶାଚ ବାପା

୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର…

ନିଜ ଦଳର ସାଂସଦ ହରିବଂଶଙ୍କୁ ତୀବ୍ର ସମାଲୋଚନା କଲା ଜେଡିୟୁ

ନୂଆଦିଲ୍ଲୀ : ଜେଡିୟୁର ବୟକଟ ସତ୍ତ୍ୱେ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗ ଦେଇଥିଲେ। ହରିବଂଶଙ୍କ ଏପରି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି ଜେଡିୟୁ। ଦଳର ମୁଖ୍ୟ ମୁଖପାତ୍ର ନୀରଜ କୁମାର…

ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ମିଶିଗଲେ

କୋଲକାତା : ପଶ୍ଚିମବଙ୍ଗରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ ଥିବା କଂଗ୍ରେସର ଏକମାତ୍ର ବିଧାୟକ ଆଜି ଦଳକୁ ଅଲବିଦା କହିଛନ୍ତି। ବିଡି ବାରୋନ ଭାବେ ପରିଚିତ ବାୟରନ ବିଶ୍ୱାସ ଆଜି ଟିଏମସିରେ ମିଶିଛନ୍ତି। ବିଶ୍ୱାସଙ୍କୁ ଆଜି ଟିଏମସିର ସାଧାରଣ ସମ୍ପାଦକ…

ଆଦର୍ଶଗତ ମତପାର୍ଥକ୍ୟ ଥିବାରୁ ଆପ୍ ସହ ମେଣ୍ଟ କରିବା ସମ୍ଭବ ନୁହେଁ : ସିଦ୍ଧୁ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ। ସିଦ୍ଧୁ…

ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼:ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ…

୫୮ ବର୍ଷ ପରେ ଭାରତରୁ ସ୍ବଦେଶ ଫେରୁଛି ଏହି ଆମେରିକୀୟ ସେନା ଅଧିକାରୀଙ୍କ ମରଶରୀର

କୋଲକାତା : ୫୮ ବର୍ଷ ପରେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ଆମେରିକାର ଅନ୍ୟତମ ସମ୍ମାନିତ ଅଧିକାରୀ ମେଜର ଜେନେରାଲ ହ୍ୟାରି କ୍ଲେନବେକ୍ ପିକେଟଙ୍କ ମରଶରୀରକୁ ଆମେରିକା ନିଆଯାଉଛି । ମେଜର ଜେନେରାଲ କ୍ଲେନବେକ୍ ଉଭୟ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ…