ଆନନ୍ଦମୋହନଙ୍କ ମୁକ୍ତି ପ୍ରସଙ୍ଗରେ ବିହାର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦଣ୍ଡାଦେଶ ସମୟ ଅବ୍ୟବହିତ ପୂର୍ବରୁ ଜେଲ୍‌ରୁ ମୁକ୍ତ କରାଯାଇଥିବା ପ୍ରସଙ୍ଗରେ ଆଜି ସୁପ୍ରିମ୍‌ କୋର୍ଟ ବିହାର ସରକାର ଓ ଦଣ୍ଡାଦେଶ ପାଇଥିବା ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ‘ଆଇଏଏସ୍‌’ ଅଫିସର୍‌ ଜି. କ୍ରିଷ୍ଣୈୟାଙ୍କୁ ହତ୍ୟା କରାଯିବା…

‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରର ପ୍ରଦର୍ଶନକୁ ନିଷେଧ କରିବା ଭୁଲ୍‌: ଶବାନା ଆଜମୀ

ମୁମ୍ବାଇ: ସୁଦୀପ୍ତ ସେନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋର’କୁ ନେଇ ଗତ ସପ୍ତାହରୁ ବିବାଦ ଲାଗି ରହିଥିବା ବେଳେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୋମବାର କହିଛନ୍ତି ଯେ ‘କେରଳ ଷ୍ଟୋରି’ର ପ୍ରଦର୍ଶନକୁ ନି‌ଷେଧ କରିବା ଭୁଲ। ଯେଉଁମାନେ ଆମୀର…

ଖଡଗେଙ୍କୁ ହତ୍ୟା ଧମକ ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର/ ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାଜସ୍ଥାନ ପୁଲିସ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମଣିକାନ୍ତ ରାଠୋର ଏବଂ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାୱାରଙ୍କ ବିରୋଧରେ…

୪୦ ଡିଗ୍ରି ଉପରେ ରାଜ୍ୟର ୧୪ ସହର; ବୌଦ୍ଧରେ ସର୍ବାଧିକ ତାପମାତ୍ର ୪୨ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସୂର୍ଯ୍ୟଙ୍କ ପ୍ରଖରକିରଣ ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରେକର୍ଡ…

୩ୟ ମେଣ୍ଟ ଗଠନ ଉଦ୍ୟମ ଜୋରଦାର, ନବୀନଙ୍କୁ ଭେଟିବା ପରେ ଶରଦ ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିବାକୁ ମୁମ୍ବାଇ ଯିବେ ନୀତୀଶ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଏକ ୩ୟ ମେଣ୍ଟ ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି । ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି…

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପଡିଲା ପୂର୍ଣ୍ଣଛେଦ

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ଚର୍ତ୍ତୃପାର୍ଶ୍ଵ ଉନ୍ନତି ନେଇ ହଟିଲା ଅଦାଲତି ସମସ୍ୟା। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପୂର୍ଣ୍ଣଛେଦ। ମାମଲାରେ ଅନ୍ତ ଘଟାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ପରେ…

ଆଲିସାନ ସିନେମା ହଲ୍‌ ଗଣ୍ଡଗୋଳ ମାମଲା: ଜେଲ୍‌ରୁ ବାହାରିଲେ ସାଲୁଜାଙ୍କ ପୁଅଙ୍କ ସମେତ ୭ ଜଣ

ପାଟଣାଗଡ଼: ଆଲିସାନ ସିନେମା ହଲରେ ଗଣ୍ଡଗୋଳ ମାମଲାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜାଙ୍କ ସମେତ ମୋଟ ୭ ଜଣ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିଥିବା ବ୍ୟକ୍ତିମାନେ ହେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ…

ଓଲଟିଲା ପିକ୍‌ ଅପ୍‌ ଭ୍ୟାନ, ୩୦ ଜଣ କୀର୍ତ୍ତନିଆ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ଭଟଳି ଥାନା ଅନ୍ତର୍ଗତ ପିପଳମୁଣ୍ଡା ଛକରେ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

ଅଗ୍ରିଆ ସମାଜକୁ ଜମି ଓ ଅନୁଦାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇନଜୀବୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ବେଳେ ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ…

ଝାରସୁଗୁଡା ଉପନିର୍ବାଚନ : ବହୁସଂଖ୍ୟାରେ ମତଦାନ କରିବା ପାଇଁ ଭୋଟରଙ୍କୁ ନିବେଦନ କଲେ ସିଇଓ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଏହା ପରେ ପ୍ରଚାର ମନା କରାଯାଇଛି ବୋଲି ଉପନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ଧଳ କହିଛନ୍ତି। ସନ୍ଧ୍ୟା ୬ଟା ପରେ…