କୈଳାସ ମାନସରୋବର ଯାତ୍ରା ଫି ବଢ଼ାଇଲା ଚୀନ

ନୂଆଦିଲ୍ଲୀ କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ ଭିସା ପ୍ରଦାନ କରିବା ଆରମ୍ଭ କରିଛି। ୩ ବର୍ଷ ବନ୍ଦ ରହିବା ପରେ ଏହା ଆରମ୍ଭ ହୋଇଛି। ଚଳିତଥର ବେଜିଂ ଯାତ୍ରା ନିୟମକୁ କଡ଼ାକଡ଼ି କରିଛି। ଯାତ୍ରା ସଂକ୍ରାନ୍ତ ଅଧିକାଂଶ ଫି ପାଖାପାଖି…

କର୍ଣ୍ଣାଟକ ପାଇଁ ଶିମଲା ମନ୍ଦିରରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୂଜାର୍ଚ୍ଚନା

କର୍ଣ୍ଣାଟକରେ ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ କରିବା ଆଶାରେ ରହିଛି କଂଗ୍ରେସ। ବର୍ତ୍ତମାନର ଟ୍ରେଣ୍ଡ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି। କର୍ଣ୍ଣାଟକରେ କେମିତି କଂଗ୍ରେସ ବାଜିମାତ କରିବ, ସେଥିପାଇଁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି…

ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ : ସିଦ୍ଦରମୈୟାଙ୍କ ପୁଅ

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିଲେ,…

ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ: ୬ ମାସ ସମୟ ଦେବାକୁ ସୁପ୍ରିମକୋର୍ଟ ଅରାଜି

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ…

ଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌

ନୂଆଦିଲ୍ଲୀ : ଇକମର୍ସ ସଂସ୍ଥାଗୁଡ଼ିକ ବିକ୍ରି କରୁଥିବା ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର୍‌ କ୍ଲିପ୍ ବିକ୍ରି ଉପରେ ସରକାର ରୋକ୍ ଲଗାଇଛନ୍ତି। ଏହି କ୍ଲିପର ବିକ୍ରି ଗ୍ରାହକଙ୍କ ଜୀବନ ପ୍ରତି ବିପଦ ବୋଲି ଦର୍ଶାଇଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ)।…

ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ

କର୍ଣ୍ଣାଟକାରେ ଆଜି ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତା ଯତୀନ୍ଦ୍ରନାଥ ସିଦ୍ଦରମୈୟା କହିଛନ୍ତି ତାଙ୍କ ଦଳ ନିଶ୍ଚିତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ସରକାର ଗଠନ କରିବ। କଂଗ୍ରେସ ଏକାକୀ ସରକାର ଗଠନ କରିବ ବୋଲି ସେ…

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମେଧା ତାଲିକାକୁ ବୋର୍ଡର ନା, ମିଳିବ ମେରିଟ୍ ସାର୍ଟିଫିକେଟ୍

ଭୁବନେଶ୍ୱର : କୋଭିଡ୍‌ ସଂକ୍ରମଣ କମିବା ପରେ ଚଳିତ ବର୍ଷ ସିବିଏସ୍‌ଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍‌…

‘ଦି ‌କେରଳ ଷ୍ଟୋରି’ ଦେଖିଲେ ଯୋଗୀ ଆଦିତ୍ୟନାଥ

‘ଦ କେରଳ ଷ୍ଟୋରି’ ଫିଲ୍ମକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ‘ଦ କେରଳ ଷ୍ଟୋରି’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖିଛନ୍ତି। ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଯୋଗୀ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ଲୋକ…

ୱିପ୍ରୋ କର୍ମଚାରୀଙ୍କୁ ଛୁରୀ ଭୁଶି ହତ୍ୟା

ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଗତକାଲି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ୱିପ୍ରୋ କର୍ମଚାରୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକଙ୍କ ନାମ ଜିତେନ୍ଦ୍ର କୁମାର ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଚିହ୍ନଟ…

ଇଭିଏମ୍‌ର ପୁନଃବ୍ୟବହାର ନେଇ କଂଗ୍ରେସର ଦାବିକୁ ଇସିଙ୍କ ଖଣ୍ଡନ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌)କୁ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ବ୍ୟବହାର କରାଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି। କଂଗ୍ରେସ ଦଳର ଏପ୍ରକାର…