ପୁଣି ବିବାଦରେ ଫସିଲେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ; ରୁଜୁ ହେଲା ୧ କୋଟିର ମାନହାନି ମାମଲା

ଗୌହାଟି: ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ବିବାଦ ଓ ବିତର୍କ ଘେରରେ ରହି ଆସିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ପୁଣିଥରେ ବିବାଦ ମଧ୍ୟରେ ଫସି ଯାଇଛନ୍ତି। ସଂପ୍ରତି ରାଜ୍ୟସଭା ସାଂସଦ ଥିବା ତଥା ଦେଶର…

ଭାରତର ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ

ମୋହାଲି : ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତକୁ ତ ଯାଉଛି, ତାଛଡ଼ା ଦେଶର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ମଧ୍ୟ ପହଞ୍ଚୁଛି ।…

ଆୟଠାରୁ ୨୩୦ଗୁଣା ଅଧିକ ସମ୍ପତ୍ତି କମେଇଛନ୍ତି ସବ୍‌ ଇଞ୍ଜିନିୟର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‌ଲୋକାୟୁକ୍ତ ଗୁରୁବାର ସକାଳେ ଏକ ବଡ଼ ଧରଣର ଚଢ଼ାଉ କରିଥି‌ଲେ। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ପୁଲିସ ହାଉସିଙ୍ଗ କର୍ପୋରେସନରେ କାମ କରୁଥିବା ସବ୍ -ଇଞ୍ଜିନିୟର ହେମା ମିଣାଙ୍କ ଘରେ ଚଢ଼ାଉ କରିଥିଲେ। ଏବେ ବି…

ଇମ୍ରାନ ଖାନଙ୍କ ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଗିରଫ

ଇସଲାମାବାଦ : ହିଂସା ଦ୍ୱାରା ଜଳୁଥିବା ପାକିସ୍ତାନରେ ଏବେ ଜଣଙ୍କ ପରେ ଜଣେ ରାଜନେତା ଗିରଫ ହେବାରେ ଲାଗିଛନ୍ତି। ମଙ୍ଗଳବାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ପାକିସ୍ତାନର ପୂର୍ବତନ ବୈଦେଶିକ…

ଆଜି ୪୦ ଡିଗ୍ରି ଉପରେ ରାଜ୍ୟର ୧୬ ସହର, ୪୩ ଡିଗ୍ରି ଟପିଲା ଝାରସୁଗୁଡା ଓ ବୌଦ୍ଧ

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି…

ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ମାସରେ ସେ ଏପରି ଗସ୍ତ କରିବେ। ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ଆତିଥି ପ୍ରଦାନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ, ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ : ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି | ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି | ବିଶେଷ…

ଇମ୍ରାନ ଖାନଙ୍କ ଗିରଫଦାରୀ ଅବୈଧ, ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏନବି‌ଏ ପାକ୍‌ ରେଞ୍ଜର୍ସଙ୍କୁ ଲଗାଇ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସର ଭିତରୁ ଉଠାଇ ନେଇଥିଲା। ତେବେ ଆଜି…

ଅପହରଣ ପରେ କାଠ ଫାଳିଆରେ ପୁଲିସ୍‌ ପିଟିଥିବା କହିଲେ ଇମ୍ରାନ ଖାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଅପହରଣ କରାଯାଇଥିଲା। ଏହାପରେ ପୁଲିସ୍‌ ପକ୍ଷରୁ ତାଙ୍କୁ କାଠ ଫାଳିଆରେ ମାଡ଼ ମରାଯାଇଥିଲା…

ଅଶନୀର ଗ୍ରୋଭର ଓ ପତ୍ନୀଙ୍କ ନାଁରେ ୮୧ କୋଟି ଟଙ୍କା ହଡ଼ପ ଅଭିଯୋଗ, ମାମଲା ରୁଜୁ

ନୂଆଦିଲ୍ଲୀ : ଫିନଟେକ କମ୍ପାନୀ ଭାରତପେ’ (BharatPe) ର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅଶନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ର ଅପରାଧ ଶାଖା ମାମଲା…