ଗିରଫ ପୂର୍ବରୁ ଭିଡିଓବାର୍ତ୍ତା ଦେଲେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଛି । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି । ଇମ୍ରାନ ଏକ ମାମଲାର ଶୁଣାଣିରେ…

ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ

କେନ୍ଦୁଝର : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ…

ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ

ବାଙ୍କୀ : ଭୁଲିଗଲେ ମାନବିକତା । ଜଣେ ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ଏକ ପରିବାରର କିଛି ସଦସ୍ୟ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମରେ ପ୍ରଜାପିତା…

କର୍ଣ୍ଣାଟକାରେ ବଜରଙ୍ଗ ଦଳ ବିବାଦ: ହନୁମାନଙ୍କ ଶରଣ ପଶିଲେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକାରେ ପଡ଼ିବ ଭୋଟ । ଏଥର ବଜରଙ୍ଗ ଦଳ ବିବାଦକୁ ନେଇ କର୍ଣ୍ଣାଟକା ରାଜନୀତି ସରଗରମ ରହିଛି। ବଜରଙ୍ଗ ଦଳକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ୨ ଦଳର ତୁଙ୍ଗ ନେତା…

ଝାରସୁଗୁଡ଼ାରେ ମତଦାନ ପାଇଁ କଡ଼ା ସୁରକ୍ଷା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୁରକ୍ଷା କଡ଼ାକଡ଼ି । ସାଇଲେଣ୍ଟ ପିରିଡୟରେ କଡ଼ା ନଜର ରଖିଛି ସର୍ଭେଲାନ୍ସା ଓ ଫ୍ଲାଇଂ ସ୍କ୍ଵାଡ୍‌ । ପ୍ରଚାର ସରିବା ପରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଓ ସହରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଗତକାଲି ରାତି…

ଗେହଲଟଙ୍କ ଉପରେ ପାଇଲଟଙ୍କ ସିଧା ହମଲା: ମେ’ ୧୧ରେ କରିବେ ଜନ ସଂଘର୍ଷ ଯାତ୍ରା

ଜୟପୁର : କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ଆଜି ସଚିନ ପାଇଲଟ ସିଧାସଳଖ ରାଜସ୍ଥାନ ମୁଖ୍ୟ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ନିଜ ସରକାର…

ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁରର ସୁଜ୍ଞାନୀ ସ୍ୱାଇଁ । ସୁଜ୍ଞାନୀ ପଦ୍ମାବତୀ ଛାତ୍ରୀ ନିବାସରେ…

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ୩ ମାସରେ ତୃତୀୟ ଘଟଣା

ଭୋପାଳ : ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଚିତା ପ୍ରୋଜେକ୍ଟକୁ ପୁଣି ଶକ୍ତ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଗୋଟିଏ ଚିତା ପୁଣି ଆଖି ବୁଜିଛି। ମାଈ ଚିତା ଦକ୍ଷାର ମୃତ୍ୟୁ କୌଣସି ରୋଗ ପାଇଁ ନୁହେଁ, ବରଂ ସଂଘର୍ଷ…

ଆସାମରେ ବହୁ ବିବାହ ଉପରେ କଟକଣା ଲଗାଯିବ : ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଆସାମରେ ବହୁବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ସଂକେତ ଦେଇଛନ୍ତି । ସେ କହିଛନ୍ତି , “ଆମେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଅନୁସରଣ କରୁନାହୁଁ, କିନ୍ତୁ ଆମେ ଏକ…

ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ କଡ଼ା ଜବାବ ଦେଲେ ଶରଦ ପାୱାର

ମୁମ୍ବାଇ: ଆଜି ପରୋକ୍ଷରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର | ଉଦ୍ଧବଙ୍କ ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ନେତା ପୃଥ୍ଵୀରାଜ ଚୌହାନଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି। ବାସ୍ତବରେ…