କାଦୁଅରେ ଗୋଡ଼ ଖସି ତଳେ କଚାଡ଼ି ପଡ଼ିଲେ ବିଜେପି ସାଂସଦ ମେନକା ଗାନ୍ଧୀ

ଉତ୍ତର ପ୍ରଦେଶର ସୁଲତାନପୁରରେ ପୌରପାଳିକା ନିର୍ବାଚନ ପ୍ରଚାର ପାଇଁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ସାଂସଦ ମେନକା ଗାନ୍ଧୀ ଘାସିଗଞ୍ଜ ୱାର୍ଡରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମସ୍ଥଳଠାରୁ କିଛି ଦୂରରେ ତାଙ୍କ ଗାଡ଼ି ଅଟକିଥିଲା ଏବଂ ସେ କାର୍‌ରୁ ଓହ୍ଲାଇ ଚାଲି ଚାଲି କାର୍ଯ୍ୟକ୍ରମସ୍ଥଳ…

ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ

କେନ୍ଦ୍ରାପଡ଼ା: ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍‌। ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁରେ ଶ୍ୱଶୁର ଘରେ ପଶି ଜ୍ୱାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଗୁରୁତର ଆହତ ହୋଇ କଟକ ବଡ଼…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ହତ୍ୟାକାଣ୍ଡ । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ମୃତକ ହେଲେ ଅଶୋକ ସେଠୀ । ଖବର ଅନୁଯାୟୀ, ଖଣ୍ଡଗିରି ଥାନା ବାହାଦଲପୁରରେ ହତ୍ୟାକାଣ୍ଡ…

ଭୁଶୁଡ଼ିଲା ବ୍ରିଟିଶ ଅମଳର ବାହୁଦା ନଦୀ ବ୍ରିଜ୍‌, ଯାତାୟାତ ଠପ୍

ବ୍ରହ୍ମପୁର:  ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଇଚ୍ଛାପୁର ନିକଟରେ ଥିବା ପୁରାତନ ବାହୁଦା ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । କେହି ଆହତ ହୋଇନଥିବା ସୂଚନା ମିଳିଛି। ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ…

ବିଶ୍ୱର ଟେଷ୍ଟ ମାନ୍ୟତାରେ ନଂ ୧ ସ୍ଥାନ ପାଇଲା ଟିମ୍‌ ଇଣ୍ଡିଆ, ବାଲୁକା କଳାରେ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଚ୍ଛା । ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଟେଷ୍ଟ ମାନ୍ୟତା ପାଇଛି ଟିମ୍‌ ଇଣ୍ଡିଆ । ଏନେଇ ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ…

ଓଲଟିଲା ଗୋରୁ ବୁଝେଇ ପିକଅପ ଗାଡି, ୪ ଗୋରୁ ମୃତ

ସୋର : ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ଓଲଟି ୪ ଗୋରୁ ମୃତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କତିରା ଛକରେ ଖଇରା ଆଡୁ ଏକ ପିକଅପ ଗାଡି ୮ଟି ଗୋରୁ ନେଇ ସୋର ଆସୁଥିବା ବେଳେ ବାଙ୍କିତିରା ଛକ ନିକଟରେ…

ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ । ଏଥିପାଇଁ ଆଜିଠାରୁ ଅଗ୍ରୀମ ଟିକେଟ ସେବାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଆସନ୍ତା ଜୁନ୍‌ ୩ ତାରିଖରୁ…

ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଜମି ପଜେସନ୍‌ ଗ୍ୟାଙ୍ଗର କିଙ୍ଗପିନ୍‌ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍‌ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ ସହଯୋଗୀକୁ…

ମଦୁଆର ହାତଗୋଡ଼ ବାନ୍ଧି ପୋଲିସ୍ ଜିମା ଦେଲେ ମହିଳା

ନରଙ୍ଗପୁର: ମଦ୍ୟପଙ୍କୁ ମହିଳାଙ୍କ “ପେଣ୍ଟଟେଡ୍ ମେଡ଼ିସିନ” । ମଦ ପିଇଲେ କିମ୍ବା ମଦ ରାନ୍ଧିଲେ ମହିଳା ଙ୍କ ଦ୍ୱାରା ନିଆଯିବ କାର୍ଯ୍ଯାନୁଷ୍ଠାନ l କାର୍ଯ୍ଯାନୁଷ୍ଠାନ ଏପରି ହେବ ଯେ ମଦ୍ୟପ ଜଣକ ଆଉ କେବେ ମଦ ପିଇବାକୁ ସାହସ କରିବ ନାହିଁ। ଏଭଳି…

ଝାରସୁଗୁଡା ଉପନିର୍ବାଚନ: ପ୍ରଚାର ମୈଦାନରେ ସବୁ ଦଳର ପ୍ରାର୍ଥୀ

ଝାରସୁଗୁଡ଼ା : ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍‌ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗାଁଗଣ୍ଡା,…