ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେନି ଦେଶର ଷ୍ଟାର ରେସଲର

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେ ନାହିଁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର। ସେମାନେ ଏଠାରେ ଏପ୍ରିଲ ୨୩ରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗତକାଲି ନ୍ୟାୟ ପାଇଁ ସଂସଦ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ।…

ଡିଭାଇଡର ଡେଇଁ ପିକ୍‌ ଅପ୍‌ ଭ୍ୟାନକୁ ଧକ୍କା ଦେଲା ସ୍କପ୍ରିଓ , ୭ ଇଞ୍ଜିନିୟରିଂ ଛାତ୍ର ମୃତ

ଗୌହାଟୀ : ଆସାମର ଗୌହାଟୀରେ ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ ସ୍କପ୍ରିଓ ଏସ୍‌ୟୁଭି ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ପିକ୍‌ ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଥିବା ବେଳେ…

ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ

ଢେଙ୍କାନାଳ : ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଆଜି ଯୋରନ୍ଦା ଗସ୍ତ କରି ମହିମା ଧର୍ମପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ। ରାଜ୍ୟ ସରକାରଙ୍କ…

ମଧ୍ୟପ୍ରଦେଶରେ କଂଗ୍ରେସ ଜିତିବ ୧୫୦ ଆସନ : ରାହୁଳ

ଭୋପାଳ : କର୍ଣ୍ଣାଟକାରେ ବିଜୟ ସ୍ୱାଦ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକା ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ବାଜିମାତ କରିବ ବୋଲି…

୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ । ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ…

୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଆପାର୍ଟମେଣ୍ଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରତ୍ସୋହନ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସେ ଗୁଡିକରେ ଉତ୍ତରାଧୀକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କ୍ୟାବିନେଟରେ ପରିବର୍ତ୍ତିତ ଅଧିନିୟମ ଆଗତ ହୋଇଛି । ଏକସାଇଜ…

ଭୁବନେଶ୍ବରରୁ ୨୭୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର : ଭୁବନେଶ୍ବରରୁ 273କେଜି ଗଞ୍ଜେଇ ଜବତ କରିଛି NCB। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଟାଟା ଟ୍ରକ୍ ରେ ଡ୍ରାଇଭର ସିଟ ପଛରେ ଥିବ କ୍ୟାବିନ୍ ରେ ପ୍ୟାକେଟ ରେ ରଖା ଯାଇଥିଲା ଗଞ୍ଜେଇ। ପୁଷ୍ପା ଫିଲ୍ମ ଷ୍ଟାଇଲ…

କଟକ ତାଳଦଣ୍ଡା କେନାଲକୁ ଖସିଲା କାର, ଜଣଙ୍କର ମୃତ୍ୟୁ

କଟକ: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨…

ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

ପାରାଦୀପ : ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ । ୨ ଗୁରୁତର । ପାରାଦୀପ କୁଜଙ୍ଗ ଥାନା ସନ୍ତରା ଗଡା ନିକଟରେ ଦୁର୍ଘଟଣା । ବୋଲେରୋଟି ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା…

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । samsodisha.gov.inରେ ହେବ ଆବେଦନ। ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ…