କୃତ୍ରିମ ବୁଦ୍ଧିର କୁପ୍ରଭାବ ସମ୍ପର୍କରେ ସତର୍କ କରାଇ ଗୁଗଲ ଛାଡ଼ିଲେ ଗଡ଼ଫାଦର ହିଣ୍ଟନ
କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟଲଜେନ୍ସ(ଏଆଇ)ର ଜନକ ଜେଫ୍ରୀ ହିଣ୍ଟନ ଗୁଗୁଲ ଛାଡ଼ିଛନ୍ତି। ତାଙ୍କ ସହ ଏଆଇର ଆଉ ଦୁଇ ଜଣ ଗଡ଼ଫାଦର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ଏଆଇ ଟେକ୍ନୋଲୋଜିର ସଂପ୍ରସାରଣ କରାଯାଉଥିବା ବେଳେ ସେ ଏହା ବିରୋଧରେ ଚିନ୍ତା ପ୍ରକଟ…