ବସ୍‌ ଦୁର୍ଘଟଣାରେ ଆଇଆରବି ଯବାନଙ୍କ ମୃତ୍ୟୁ

ଖୋର୍ଦ୍ଧା: ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ତରତୁଆ ଠାରେ ଥିବା ଆଇଆରବି ବାଟାଲିଅନ୍‌ର ଯବାନ ବିଶ୍ୱମ୍ବର ମନ୍ତ୍ରୀ(୫୦)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ସଂଧ୍ୟା ପ୍ରାୟ ୬ଟା ବେଳେ ବିଶ୍ୱମ୍ବର ମୋଟରସାଇକଲରେ ଖୋର୍ଦ୍ଧାରୁ ନିଜର ବାଟାଲିଅନ କାର୍ଯ୍ୟାଳୟକୁ ଯାଉଥିଲେ। ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର…

ଲୁମେକ୍ସ ମହାଠକେଇ; ମୁଖ୍ୟ କାର୍ପଟଦାର ରାଜୀବଲୋଚନ ଗିରଫ

ଲୁମେକ୍ସ ମହାଠକେଇର ମୁଖ୍ୟ କାର୍ପଟଦାର ରାଜୀବଲୋଚନ ଦାସ ଗିରଫ। ରାଜୀବ ଲୋଚନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW)। ଆଜି ତାଙ୍କୁ କୋର୍ଟଚାଲାଣ କରିଛି EOW। ଭୁବନେଶ୍ୱର DLF ସାଇବରସିଟିରେ ଖଣିଜ ପଦାର୍ଥ ଚାଲାଣ କମ୍ପାନୀ ଖୋଲି ସେଥିରେ ନିବେଶ…

୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୬ ତାରିଖ ବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗ୍ରୀଷ୍ମ ଋତୁରେ ବାତ୍ୟାର ଗତି ଜଟିଳ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ…

ମୌଲାନା କୈଫି ଖାନ୍‌ଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ

କଟକ: ରିମାଣ୍ଡରେ ଆସିବ ଠକ ତାନ୍ତ୍ରିକ। କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଦେଲେ ଅନୁମତି। ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ମଙ୍ଗଳାବାଗ ଥାନା ପୋଲିସ। ସିଟି ଜେ. ଏମ୍.ଏଫ.ସି କୋର୍ଟ ରେ ରିମାଣ୍ଡ ଆବେଦନ…

ବଦଳିବ ଓଡ଼ିଶା ବୋଟ ନିୟମ: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ

ଭୁବନେଶ୍ବର: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ। ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ସୋଲାର ବୋଟ। ଏହି ବୋଟ ଚାଲିବା ଦ୍ଵାରା ବର୍ଷକୁ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ…

ଖୋର୍ଦ୍ଧା ଓ କେନ୍ଦୁଝରରେ ହେବ ନୂଆ ପୋଲିସ ଷ୍ଟେସନ, ୪୭ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି ହେବ। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ…

କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱର: ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ। ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡିର ପଛ ପଟ ଭାଙ୍ଗି ଯାଇଛି ବୋଲି ଜଣାପଡ଼ିଛି। ଏଥିରେ କାହାର କୌଣସି କ୍ଷତି ଘଟି ନାହିଁ ବୋଲି ସୂଚନା ମିଳିଛି…

ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ଲଟ ନେଇ ପାରିବେ: ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ । ଗୃହ ଓ ନଗର ଉନ୍ନୟନ ବିଭାଗ ନିୟମ କଡ଼ାକଡ଼ି…

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବାଣ୍ଟିଲେ ତାଙ୍କ ଯୋଜନା, କହିଲେ ଆନ୍ଧ୍ର-ଓଡ଼ିଶା ଭାଇଭାଇ

କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା କୋଟିଆ ଗ୍ରାମ ପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗସ୍ତ କରିଛନ୍ତି। ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ସହ ଘର ଘର ବୁଲିବା ସହ…