ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍ ; କଂଗ୍ରେସ, ଆପ୍ ସମେତ ବିରୋଧୀଙ୍କ ତୀବ୍ର ବିରୋଧ,ବିଜେଡ଼ିର ସମର୍ଥନ

ନୂଆଦିଲ୍ଲୀ: ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଦିଲ୍ଲୀ ସେବା ବିଲକୁ କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ବିଲ୍ ଆଗତ କରିଥିଲେ । ବିଲ୍…

ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ବିଲ୍ ଗୃହୀତ

ନୂଆଦିଲ୍ଲୀ : ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୩ ମଙ୍ଗଳବାର ଗୃହୀତ ହୋଇଛି । ଏହି ବିଲରେ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ…

ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ, ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ: ଶହବାଜ ଶରିଫ

ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ? ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତାର ଅଫର ମିଳିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତା ପାଇଁ ଭାରତକୁ ଏବେ ଅଫର ମିଳିଥିବା କୁହାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ…

‘ଝିଅକୁ କେମିତି ମାରିଛି, ହତ୍ୟାକାରୀ ଫୋନ କରି ବଖାଣିବା ପରେ ମୁଁ ଅଚେତ ହୋଇପଡ଼ିଥିଲି’

ନୂଆଦିଲ୍ଲୀ: ଲିଭ୍-ଇନ୍ ସଂଗିନୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ବି‌ରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଲେଖିଥିଲା। ଶ୍ରଦ୍ଧାଙ୍କ ବାପା ବିକାଶ ସଦନ ୱାକର ଅଦାଲତରେ ସାକ୍ଷୀ ଦେବାକୁ ଆସିଥିବା ବେଳେ କହିଛନ୍ତି, ‘ଗତବର୍ଷ…

ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ ହୋଇଯାଇଛି: ଡିଜିପିଙ୍କୁ ସମନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ତଦନ୍ତର ଅସ୍ଥିରତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି। ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତଦନ୍ତରେ…