September 2023

ବ୍ୟାନର୍‌ ଲାଗିବନି, ଚା ମଧ୍ୟ ଦିଆଯିବନି: ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ…

ମଞ୍ଚରେ ବାଟ ପାଉନାହାନ୍ତି… ଝୁଣ୍ଟି ପଡୁଥିବା ବାଇଡେନ୍‌ଙ୍କୁ ଉପହାସ କଲେ ଟ୍ରମ୍ପ୍‌

ଆନ୍‌ହାଇମ୍‌: ଆମେରିକାର ଆନ୍‌ହାଇମ୍‌ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍‌ ରିପବ୍ଲିକାନ୍‌ ପାର୍ଟି କନ୍‌ଭେନ୍‌ସନ୍’ରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍‌) ବାଟ ପାଉନାହାନ୍ତି। ସମବେତ ଜନତାକୁ ଉଦ୍‌ବ‌ୋଧନ…

ସଂରକ୍ଷଣ ନାଁରେ ଆଗକୁ ଆସିବେ ଲିପଷ୍ଟିକ୍ ଓ ବବ୍ କଟ୍ ହେୟାର ଷ୍ଟାଇଲ୍ ମହିଳା: ଆରଜେଡି ନେତା

ମୁଜାଫର୍‌ପୁର୍‌: ମହିଳା ସଂରକ୍ଷଣ ବିଲ୍‌ ନାଁରେ ଲିପ୍‌ଷ୍ଟିକ୍‌ ଲଗାଇଥିବା ଓ ବବ୍‌-କଟ୍‌ କେଶବିନ୍ୟାସ କରିଥିବା ମହିଳାମାନେ ଆଗେଇ ଆସିବେ ବୋଲି କହି ବରିଷ୍ଠ ‘ଆର୍‌ଜେଡି’ ନେତା ଅବ୍ଦୁଲ୍‌ ବାରି ସିଦ୍ଦିକି ବିବାଦର ସୂତ୍ରପାତ କରିଛନ୍ତି ବ‌ୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।…

ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ, ଜାତିଗତ ଗଣନା କରାଯିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ପ୍ରଥମେ ଜାତିଗତ ଗଣନା କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଶନିବାର ମଧ୍ୟ ପ୍ରଦେଶର ଶାଜାପୁରଠାରେ ଜନଆକ୍ରୋଶ ରାଲିରେ ଯୋଗ ଦେଇ ସେ କହିଛନ୍ତି, ଯଦି କୌଣସି…

ସ୍କୁଲରେ ରିଲ୍‌ କରୁଛନ୍ତି ଶିକ୍ଷୟିତ୍ରୀ; ଲାଇକ୍‌, ସବସ୍କ୍ରାଇବ୍‌ କରିବାକୁ ଛାତ୍ରଙ୍କ ଉପରେ ପକାଉଛନ୍ତି ଚାପ

ଲକ୍ଷ୍ନୌ : ଶିକ୍ଷକଙ୍କୁ ଘାରିଛି ରିଲ୍‌ କରିବା ନିଶା। ସ୍କୁଲରେ ପାଠ ପଢ଼ାଇବା ବଦଳରେ କରୁଛି ରିଲ୍‌ । ଆଉ ତାହାକୁ ଲାଇକ୍‌, ସବ୍‌ସ୍କ୍ରାଇବ କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି। ଏପରି ନ କଲେ ମାଡ଼ ମାରିବାର ଧମକ ବି ଦେଉଛନ୍ତି।…

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାର ପ୍ରବେଶ ବାରଣ, ପ୍ରଶ୍ନ କଲା ଭାରତ

ନୂଆଦିଲ୍ଲୀ : ସ୍କଟଲ୍ୟାଣ୍ଡରେ ଭାରତୀୟ ଉଚ୍ଚ ଆୟୁକ୍ତ(ହାଇ କମିଶନର୍)ଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ନେଇ ଉପୁଜିଛି ବିବାଦ। ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଖାଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରାଇ ଦେଉନଥିବାର ଏକ ଭିଡିଓ…

ଉଜ୍ଜୈନ ଦୁଷ୍କର୍ମ ମାମଲା: ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା

ନୂଆଦିଲ୍ଲୀ : ଉଜ୍ଜୈନରେ ଦୁଷ୍କର୍ମ ମାମଲା ଅଭିଯୁକ୍ତର ବାପାଙ୍କ ବୟାନ। ପୁଅକୁ ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା। ସେ ଅପରାଧ କରିଛି, ନା ତାକୁ ଭେଟିବାକୁ ପୁଲିସ ଷ୍ଟେସନ ଯାଇଛି, ନା କୋର୍ଟକୁ ଯିବି। ତାକୁ ଫାଶୀ ଦଣ୍ଡ…

ଆରଡି ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବ୍ୟାଙ୍କ ଜମାକାରୀଙ୍କ ପାଇଁ ଖୁସି ଖବର। ୬.୭ ପ୍ରତିଶତ ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର। ଆରଡି(ରିକ୍ୟୁରଂ ଡିପୋଜିଟ୍) ଆକାଉଣ୍ଟଗୁଡିକ ପୂର୍ବରୁ ପାଉଥିବା ୬.୫ ପ୍ରତିଶତ ସୁଧ ହାରକୁ ୬.୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଡିସେମ୍ୱର ତ୍ରୟମାସିକ…

ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

ନୂଆଦିଲ୍ଲୀ : ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି। ପାଖରେ 2000 ଟଙ୍କିଆ ନୋଟ୍ ଥିଲେ ଆଗକୁ ବଦଳାଇ ପାରିବ। ଆଜି ବଦଳ କରାଇବାର ଶେଷ ତାରିଖ ଥିଲା। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବଧିକୁ ଅକ୍ଟୋବର 7…

ସୁସ୍ମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ: ଶରତ ପଟ୍ଟନାୟକ

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲା ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି। ଖୋଦ୍‌ ଗୃହ ମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ଅମଳରେ…