୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧…

ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ

ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍‌ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଏ’ ବର୍ଗର ଗ୍ୟାଙ୍ଗ୍‌ଷ୍ଟର୍‌ ସୁଖ୍‌ଦୂଲ୍‌ ସିଂହ…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି…

ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ‘ପ୍ରାକ୍ଟିସ୍‌’ କରିପାରିବେ ଭାରତୀୟ ଡାକ୍ତରୀ ସ୍ନାତକ

ନୂଆଦିଲ୍ଲୀ: ୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍‌ନାଲ୍‌ ମେଡିକାଲ୍‌ କମିସନ୍‌’କୁ (ଏନ୍‌ଏମ୍‌ସି) ‘ୱାର୍ଲଡ୍‌ ଫେଡେରେସନ୍‌ ଫର୍‌ ମେଡିକାଲ୍‌ ଏଜୁକେସନ୍‌’ (ଡବ୍ଲୁଏଫ୍‌ଏମ୍‌ଇ) ‘ରେକୋଗ୍‌ନିସନ୍‌ ‌ଷ୍ଟାଟସ୍‌’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଜାରି ‘ପ୍ରେସ୍‌ ବିବୃତି’ରୁ ଜଣାପଡ଼ିଛି। ‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା ମିଳିଥିବାରୁ…

ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍…

‘ଚିଲି କଙ୍କଡ଼ା’ ପାଇଁ ୫୬,୦୦୦ ଟଙ୍କା ବିଲ୍‌ ଆସିବାରୁ ରେସ୍ତୋରାଁକୁ ପୁଲିସ ଡକାଇଲେ ମହିଳା

ନୂଆଦିଲ୍ଲୀ: କିଛି ଦିନ ତଳେ ସାଙ୍ଗମାନଙ୍କୁ ସାଥିରେ ନେଇ ସିଙ୍ଗାପୁରସ୍ଥିତ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିବା ଜଣେ ଜାପାନୀ ମହିଳା ପର୍ଯ୍ୟଟକ ‘ଭୋଜନ ବିଲ୍‌’ ଦେଖି ହତବାକ୍‌ ହୋଇ ପୁଲିସ ଡକାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି,…

ସାଇବର ଠକଙ୍କ ଠକେଇ, ଲିଙ୍କରେ କ୍ଲିକ କରିବା ପରେ ମହିଳାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୯୦ ହଜାର ଟଙ୍କା

କଟକ: ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସମେତ ବହୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ କାନାଡ଼ା

ଚଣ୍ଡୀଗଡ଼: କାନାଡା ମାଟିରୁ ସତିନ୍ଦରଜିତ୍ ସିଂହ ଓରଫ ଗୋଲ୍ଡି ବ୍ରାର, ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡା ସମେତ ଅନେକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ ଭାରତ ବିରୋଧରେ ସକ୍ରିୟ ଅଛନ୍ତି। ପଞ୍ଜାବ…

ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛି ବିଜେଡ଼ି: କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ବିଗତ କିଛି ବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେ ହେଲେ ବରଦାସ୍ତ କରିବନାହିଁ। ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ ସରକାରୀ ବ୍ୟବସ୍ଥାର…

ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନକୁ ନିମନ୍ତ୍ରଣ କରା ନ ଯିବାର କାରଣ କହିଲେ ଉଦୟନିଧି ଷ୍ଟାଲିନ୍‌

ଚେନ୍ନାଇ: ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତର ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ବୁଧବାର ଦିନ ତାମିଲନାଡୁ ମନ୍ତ୍ରୀ ତଥା ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ କହିଥିବା କଥା…