ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ । ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ …

ବିବାହ ପାଇଁ ମନା କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଅଭିଯୁକ୍ତ

ଜୟପୁର: ବିବାହ ପାଇଁ ମନା କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରଥମେ ହତ୍ୟା କଲେ ଆଉ ତା ପରେ ମୃତଦେହକୁ ଗଛରେ ଟାଙ୍ଗିଦେଲେ | ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଅଭିଯୁକ୍ତ ଜଣକ…

ପୁଣି ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଆସନ୍ତାକାଲି ହେବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍। ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବ। ମାତ୍ର ୬ ଘଣ୍ଟାରେ…

ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ

ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା…

ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ

ପୁଣି ଥରେ ସୁନ୍ଦରଗଡ଼କୁ ଘାଇଲା କଲାଣି ସ୍କ୍ରବ ଟାଇଫସ ଭାଇରସ । ସ୍କ୍ରବ ଟାଇଫସ ଭାଇରସ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅ।ଜି ପୁଣି ୧୦ ଅ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ଅ।କ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି। ତେବେ…

ଏଣିକି ବ୍ୟବହାରକାରୀଙ୍କଠାରୁ ଦେୟ ଆଦାୟ କରିବ ଏକ୍ସ

ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର(ଏବେର X)ରେ ଆଗକୁ ଆଉ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଏନେଇ ସଙ୍କେତ ଦେଇଛନ୍ତି ମାଲିକ ଏଲନ ମସ୍କ। ଆଗକୁ ଟଙ୍କା ଦେଇ ଟ୍ୱିଟର ବ୍ୟବହାର କରିବାକୁ ପଡ଼ିବ। ବର୍ତ୍ତମାନ କେବଳ ବ୍ଲୁ ଟିକ୍ ବ୍ୟବହାରକାରୀ ଟଙ୍କା…

ଚଢ଼ଉ କରିବାକୁ ଯାଇ ଦୁଇ ଘଣ୍ଟା ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ

ଜଳେଶ୍ବର: ଚଢ଼ଉ କରିବାକୁ ଯାଇ ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଆଉସା ଗ୍ରାମରେ ଚୋରା ମଦ ବେପାରୀଙ୍କ ଘରେ ଚଢଉ କରିବାକୁ ଯାଇଥିବା ବେଳେ ୨ ଘଣ୍ଟା ଅଟକ ରହିଲେ ଜଳେଶ୍ୱର ଅବକାରୀ…

ପ୍ରଶ୍ନ କରିବାରୁ ମହିଳା ସାମ୍ବାଦିକଙ୍କ ମୁହଁକୁ ଛେପ ପକାଇଲେ ଶରିଫଙ୍କ ଡ୍ରାଇଭର

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପସ୍ଥିତିରେ ତାଙ୍କ କାର୍‌ର ଡ୍ରାଇଭର ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଲଣ୍ଡନର ହାୟଡେ ପାର୍କ ନିକଟରେ ଶରିଫଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଡ୍ରାଇଭର ଜଣେ ମହିଳା ସାମ୍ବାଦିକଙ୍କ…

ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ

ହିଞ୍ଜିଳିକାଟୁ  : ସ୍ବାମୀ ସାଜିଲା କି ସୈତାନ ? ଗଞ୍ଜାମ ଜିଲ୍ଲା ଶେରଗଡ଼ ଶ୍ରୀରାମନଗରରେ ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ ସାମନାକୁ ଆସିଛି । ତନାଘନା ତଦନ୍ତ କରୁଛି ଶେରଗଡ଼ ଥାନା ପୋଲିସ । ସ୍ବାମୀ ପ୍ରଶାନ୍ତ…

ବଢିଲା କାନାଡା-ଭାରତ ଟେନସନ, ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ଭାରତ-କାନାଡା ମଧ୍ୟରେ ବଢିଲା ଟେନସନ ।  ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ବିବାଦ ।  କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର । ପୂରା ମାମଲା ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡ…