ଆଜିଠୁ ଜି-୨୦ ଶିଖର ସମ୍ମିଳନୀ; ଭାରତ ମଣ୍ଡପମ୍‌ରେ ଏକାଠି ହେବେ ବିଶ୍ୱସ୍ତରୀୟ ନେତା

ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ରାଷ୍ଟ୍ରମୁଖ୍ୟମାନେ ଆସି ପହଞ୍ଚି ସାରିଥିବା ବେଳେ ଆଜି ବିଶ୍ୱ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏକାଠି ହେବେ ବିଶ୍ୱର…

ଜଳସେଚନ ଜମି ଜବରଦଖଲ ଅଭିଯୋଗ, ହସ୍ତକ୍ଷେପ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ସାଂସଦଙ୍କ ଅନୁରୋଧ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଜମି ଜବରଦଖଲ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ଆସିବାର ଗୋଟିଏ ଦିନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଗରିବ ଚାଷୀଙ୍କ…

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ…

୧୮୧ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘର ମୁହଁରେ ପହଞ୍ଚିବ ପ୍ରାଣୀ ଚିକିତ୍ସା । ଭ୍ରାମ୍ୟମାଣ ଗାଡ଼ିରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଜି-୨୦ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦିଲ୍ଲୀର ପାଲମ୍‌ ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ପିଏମ୍‌ ଆବାସରେ ରାଷ୍ଟ୍ରପତି ବାଇଡେନ୍‌ ଓ ପିଏମ୍‌ ମୋଦିଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ଏୟାରଫୋର୍ସ ଓ୍ଵାନ୍‌ ଯୋଗେ ପହଞ୍ଚିଛନ୍ତି ବାଇଡେନ୍‌। ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ…

ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ…

ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି । ଟଙ୍କା ବ୍ୟାଗ୍ ଧରି ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଦେବୀପ୍ରସାଦଙ୍କ ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା ଜବତ…

ଅରୁଣ, ଅତନୁଙ୍କ ଉପରେ ବର୍ଷିଲେ ସୌମ୍ୟ

ଭୁବନେଶ୍ୱର: ୫ଟି ସଚିବଙ୍କ ବିରୋଧରେ ସମ୍ପାଦକୀୟରେ ମୁହଁ ଖାଲିବା ପରେ ଦଳ ଭିତରେ ଟାର୍ଗେଟରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।  ଜଣକ ପରେ ଜଣେ ନେତା, ବିଧାୟକ, ମନ୍ତ୍ରୀ ସୌମ୍ୟଙ୍କୁ ଜବାବ ମାଗିବା ପରେ ପ୍ରତିଜବାବ ରଖିଛନ୍ତି…

ବିଜେପି-ଜେଡିଏସ୍‌ ମଧ୍ୟରେ ବୁଝାମଣା, ୪ ଆସନ ଦେବାକୁ ଅମିତ ଶାହଙ୍କ ସହମତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ ମଧ୍ୟରେ ଏକ ବୁଝାମଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜେଡିଏସକୁ ୪ଟି ଆସନ ଦେବାକୁ ବିଜେପି ରାଜି ହୋଇଥିବା ଦଳର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା…

ଭିଜିଲାନ୍ସ ଜାଲରେ ଖଡିଆଳ ବ୍ଲକ୍ ସୁନାରୀସିକୁଆଁ ଜିଆରଏସ

ନୂଆପଡା: ଭିଜିଲାନ୍ସ ଜାଲରେ ଖଡିଆଳ ବ୍ଲକ୍ ସୁନାରୀସିକୁଆଁ ଜିଆରଏସ l ଜମି ମରାମତି ବିଲ ପାଇଁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାବେଳେ ମାଡିବସିଲା କୋରାପୁଟ ଭିଜିଲାନ୍ସ ଟିମ୍ । ଜିଆରଏସଙ୍କ ସହ ତାଙ୍କ ସାଙ୍ଗରେ ଥିବା ପିଅନକୁ ବି ଅଟକ ରଖି ତଦନ୍ତ…