October 2023

ଦଶହରାରେ କଟକରେ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ଭେଟ

କଟକ: କଟକରେ ଦଶହରା ଅବସରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟ ପରେ ଦୁଇ ନେତାଙ୍କ ଭିତରେ ସମ୍ପର୍କ ସୁଧୁରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ…

ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ

ଭୁବନେଶ୍ବର: ବଦଳିଲେ କଟକ ଜିଲ୍ଲାପାଳ। ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ। ଡକ୍ଟର ଭବାନୀ ଶଙ୍କର ଚୟନୀ ଉଚ୍ଚ ଶିକ୍ଷା ନିର୍ଦେଶକ ଭାବେ ଅବସ୍ଥାପିତ। ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ…

ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି

ସୁନ୍ଦରଗଡ଼: ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବି. ଆର. ଷଡ଼ଙ୍ଗୀ ଓ ଜଷ୍ଟିସ କେ. ଆର. ମହାପାତ୍ର ଆସି ପଣ୍ଡରିଢିପା ଛକରେ ନିର୍ମାଣାଧୀନ ନୂତନ ନ୍ୟାୟାଳୟ କୋଠା ପରିସରରେ ଜ଼ିଲ୍ଲା ଓକିଲ…

ଘରୋଇ ବସ୍‌ ଧର୍ମଘଟ ପ୍ରସଙ୍ଗ: ସଂଘ ସମ୍ପାଦକ କହିଲେ- ୩୧ ଯାଏଁ ଧର୍ମଘଟ ସ୍ଥଗିତ ଅଛି, ପ୍ରତ୍ୟାହୃତ ହୋଇନି

ଭୁବନେଶ୍ବର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଆହୁରି ସହଜ କରିବା ପାଇଁ ‘ଲକ୍ଷ୍ମୀ ବସ୍‌’ ଶୁଭାରମ୍ଭ କରିଥିବା ବେଳେ ଘରୋଇ ବସ୍‌ ମାଲିକ ସଂଘ ନିଜର ଦାବି ରଖିଛି। ଗତ ୨୦ ତାରିଖ ଦିନ ଘରୋଇ ବସ୍‌ ମାଲିକ ସଂଘ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି…

ଚିକିତ୍ସା ପାଇଁ ବାପାଙ୍କୁ ବସାଇ ୩୫ କିଲୋମିଟର ଟ୍ରଲି ଟାଣିଲେ ଝିଅ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହିତ ବାଃ ବାଃ କହୁଛନ୍ତି। ଗୁରୁତର ବାପାଙ୍କ ଚିକିତ୍ସା ପାଇଁ ଝିଅ ୩୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲି…

ଗାଜାରେ ଟ୍ୟାଙ୍କ ଧରି ପଶିଲା ଇସ୍ରାଏଲ

ତେଲ ଅଭିଭ : ଗାଜାକୁ ଚାରିପଟୁ ଘେରିଲା ଇସ୍ରାଏଲ୍‌। ଯୁଦ୍ଧ ଟ୍ୟାଙ୍କର ଧରି ଗାଜା ଭିତରେ ପଶି କରିଲା ସର୍ଜିକାଲ ଷ୍ଟ୍ରାଇକ୍। ଇସ୍ରାଏଲ ସେନା ହମାସକୁ ନିପାତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା…

ହିମାଚଳ ପ୍ରଦେଶର କାଁଗଡ଼ାରେ ‘ପରାଗ୍ଲାଇଡର୍‌’ ନିଖୋଜ; ଠାବ କରିବାକୁ ହେଲିକପ୍ଟର୍‌ ମୁତୟନ

ଶିମ୍‌ଲା: ହିମାଚଳ ପ୍ରଦେଶର କାଁଗଡ଼ା ଜିଲ୍ଲା ଅନ୍ତର୍ଗତ ବୀଡ଼ରୁ(ବୀର୍‌) ଉଡ଼ାଣ ଆରମ୍ଭ କରି ଅନ୍ୟୂନ ୨ ଦିନ ହେବ ନିଖୋଜ ହୋଇଯାଇଥିବା ପୋଲାଣ୍ଡ୍‌ର ଜଣେ ‘ପାରାଗ୍ଲାଇଡର୍‌’ଙ୍କୁ ଠାବ କରିବା ଲାଗି ୨ଟି ହେଲିକପ୍ଟର୍‌ ମୁତୟନ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ,ସୋମବାର ଦିନ…

ଗୁଟେରସଙ୍କ ଟିପ୍ପଣୀକୁ ନେଇ ବିବାଦ: ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ। ଏକ ରିପୋର୍ଟ…

ପେପର୍‌ ଲିକ୍‌ ମାମଲା, ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଜୟପୁର : ଇଡି ଜାଲରେ ପୂର୍ବତନ ଶିକ୍ଷା ମନ୍ତ୍ରୀ। ନିର୍ବାଚନ ପୂର୍ବରୁ ପେପର୍‌ ଲିକ୍ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ରେଡ୍‌ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ ହୋଇଥିବା ସୂଚନା…