ପୁଲିସ ଅଧିକାରୀଙ୍କ ମୃତଦେହ ମିଳିବା ଘଟଣା: କେମିତି ୪୮ ଘଣ୍ଟା ଭିତରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ଜଳନ୍ଧର : ଅର୍ଜୁନ ପୁରସ୍କାର ପ୍ରାପ୍ତ ଜଣେ ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପଞ୍ଜାବର ଜଲନ୍ଧର ପୁଲିସ୍ ମାତ୍ର ୪୮ ଘଣ୍ଟା ମଧ୍ୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।…