ଆଳୁ ପ୍ରସଙ୍ଗରେ ଦିଲ୍ଲୀରେ ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ଗତ ଦୁଇ ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ସଙ୍କଟ। ଏହି ସମସ୍ୟା ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ…

ମଧୁମିତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ବର : ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ୱାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍‌ ସମ୍ପର୍କିତ ତଥ୍ୟ ନେଇଛନ୍ତି। ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ବାୟୁସେନାରେ କାର୍ଯ୍ୟରତ ଥିବାରୁ…

ତିହାର ଜେଲ୍‌ରେ ୧୨୫ କଏଦୀ ଏଚ୍ଆଇଭି ପଜିଟିଭ୍: ଜେଲ୍ ପ୍ରଶାସନର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜେଲ୍‌ରେ ୧୨୫ ଜଣ କଏଦୀଙ୍କୁ ଏଚ୍‌ଆଇଭି ପଜିଟିଭ୍ ଥିବା ଜଣାପଡିଛି। ତିହାର ଜେଲ୍‌ରେ ତିନୋଟି ଭିନ୍ନ ଜେଲ୍‌ ତିହାର, ରୋହିଣୀ, ଏବଂ ମାଣ୍ଡୋଲି ରହିଛି। ସଂକ୍ରମିତ କଏଦୀମାନେ କେବଳ…

୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କଲେ ମନୁ ଭାକର

ପ୍ୟାରିସ୍ : ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଭଲ ଖବର ଆସିଛି। ଯୁବ ମହିଳା ଶୁଟର ମନୁ ଭାକର୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି…

ଭୂସ୍ଖଳନ ଯୋଗୁ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ମା’ ଝିଅଙ୍କ ଜୀବନ

ତେହରି : ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଏକାଧିକ ଘର ଭାଙ୍ଗି ଯାଇଥିବା ବେଳେ କିଛି ସ୍ଥାନରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଟୋଲି ଗାଁରେ କାନ୍ଥ ଭୁଶୁଡ଼ିବା ଯୋଗୁ ଏହା ତଳେ ଚାପି…

ଅଗଷ୍ଟରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗ୍ରସ୍ତ କରିପାରନ୍ତି। ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି। ଏହି ଅବସରରେ ସେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୨ରେ…

କଂଗ୍ରେସର ଦାବି : ୫ କୋଟି ଭୋଟରେ ରହିଛି ଅସଙ୍ଗତି

ନୂଆଦିଲ୍ଲୀ : ଗୋଟିଏ ରିପୋର୍ଟକୁ ଦେଖାଇ କଂଗ୍ରେସ ଦାବି କରିଛି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୫ କୋଟି ଭୋଟର ବିସଙ୍ଗତି ରହିଛି। ପ୍ରାଥମିକ ଗଣତି ଓ ଚୂଡ଼ାନ୍ତ ଗଣତି ପରେ ୫ କୋଟି ଭୋଟର ମେଳ ଖାଉ…

ରାମଲଲାଙ୍କ ଛବି ଥିବା ଡାକ ଟିକେଟର ଲୋକାର୍ପଣ କଲେ ଭାରତ ଓ ଲାଓସ

ନୂଆଦିଲ୍ଲୀ : ଭାରତ ଓ ଲାଓସ ପକ୍ଷରୁ ପ୍ରଥମଥର ପାଇଁ ରାମଲଲାଙ୍କ ଛବି ଥିବା ଡାକ ଟିକେଟକୁ ଲୋକାର୍ପଣ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବେ ଲାଓସ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ପକ୍ଷରୁ…

ବିଧାନସଭାରେ ଅସଭ୍ୟ ଭାଷା ପ୍ରୟୋଗ କରି ଅଡ଼ୁଆରେ କଂଗ୍ରେସ ବିଧାୟକ

ଜୟପୁର : ବିଧାନସଭା ଭଳି ପବିତ୍ର ଗୃହରେ ଅସଭ୍ୟ ଭାଷା ପ୍ରୟୋଗ କରି ଅଡ଼ୁଆରେ ପଡ଼ିଛନ୍ତି ରାଜସ୍ଥାନ କଂଗ୍ରେସର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶାନ୍ତି ଧରିୱାଲ। ଗୃହ କାର୍ଯ୍ୟ ବେଳେ ସେ ପ୍ରିଜାଇଡିଂ ଅଫିସରଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ…

ଭାରତକୁ ବିକଶିତ କରିବାରେ ରାଜ୍ୟମାନଙ୍କ ପ୍ରମୁଖ ଭୂମିକା : ନିତି ଆୟୋଗ ବୈଠକରେ କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିତି ଆୟୋଗ ବୈଠକରେ ଉଦବୋଧନ ଦେଇ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା ବୋଲି କହିଛନ୍ତି । ରାଜ୍ୟମାନେ ଏହି ଲକ୍ଷ୍ୟ ହାସଲ କରିବାରେ…