ଚା’ ପିଇବା ବେଳେ ମାଡ଼ିଗଲା ପିକଅପ୍ ଭ୍ୟାନ୍, ୩ ମୃତ
ସମ୍ବଲପୁର : ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ମନ୍ଦିର ସାମ୍ନାରେ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଆଇଁଲାଛାଟ ଗାଁର ରାଜା କୁମ୍ଭାର, ନାରାୟଣ ଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ…
